ଜଗନ୍ନାଥପ୍ରସାଦ:(ନିରାକାର ସାହୁ)ସ୍ଥାନୀୟ ମା' କଂରଜେଇ ଠାକୁରାଣୀ ମନ୍ଦିର ପରିସରରେ ଜଗନ୍ନାଥପ୍ରସାଦ ବ୍ଲକ ଶିକ୍ଷକ ଶିକ୍ଷୟତ୍ରୀ ପରିବାର ତରଫରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ବରିଷ୍ଠ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ସାରଥୀ ପାତ୍ର, ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାରଣା, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ସମିର କୁମାର ଜେନା, ବେଲଗୁଣ୍ଠା ବ୍ଲକ ସଭାପତି ଶ୍ରୀ ବସନ୍ତ କୁମାର ଜେନା, ବ୍ଲକ ସମ୍ପାଦକ ଶ୍ରୀ ବାଳକୃଷ୍ଣ ସାବତ, ଜଗନ୍ନାଥପ୍ରସାଦ ବ୍ଲକ ପୂର୍ବତନ ସଭାପତି ଶ୍ରୀ ପଞ୍ଚାନନ ମିଶ୍ର, ସମ୍ପାଦକ ଶ୍ରୀ ସୁଧୀର କୁମାର ସାହୁ, ସମ୍ମିଳନୀ ଆବାହକ ଶ୍ରୀ ପତିତପାବନ ନାୟକ, ଶ୍ରୀ ବସନ୍ତ କୁମାର ମିଶ୍ର, ଶ୍ରୀ ବସନ୍ତ କୁମାର ସାହୁ, ଶ୍ରୀ ବୁଲୁ ବେହେରା ଓ ବରିଷ୍ଠ ଶିକ୍ଷକ ଶ୍ରୀ ବିରେନ୍ଦ୍ର ଦାଶ, ଶ୍ରୀ ପ୍ରଶାନ୍ତ କୁମାର ସେଠି ଓ ଶ୍ରୀ ଧବଳେଶ୍ୱର ପାଣିଗ୍ରାହୀଙ୍କ ସମେତ ବହୁ ଗୁଣୀ, ବିଜ୍ଞ, ପ୍ରାଜ୍ଞ ଓ ପରାମର୍ଶଦାତା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ !
ବୈଠକ ପ୍ରାରମ୍ଭରେ ଶିକ୍ଷୟିତ୍ରୀ ରଂଜିତା ପତି ବିଭୁ ବନ୍ଦନା ଗାନ କରିଥିବା ବେଳେ ସାମୁହିକ ଗାୟତ୍ରୀ ମନ୍ତ ମାଧ୍ୟମରେ ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା ! ବରିଷ୍ଠ ଶିକ୍ଷକ ଶ୍ରୀ ଅନ୍ନଦା ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବ୍ଲକ ତରଫରୁ ପୁଷ୍ପଗୁଚ୍ଛ ଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ! ଜିଲ୍ଲା ସଭାପତି ଶ୍ରୀ ସାରଥୀ ପାତ୍ର ଓ ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ବଳିଷ୍ଠ ଉଦ୍ୟମ ଓ ସଂଯୋଜନା ରେ ସଭା କାର୍ଯ୍ୟ ଆଗକୁ ବଢିଥିଲା ଓ ସଙ୍ଘ, ଶିକ୍ଷକ ଏକତା ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଶିକ୍ଷକ ପ୍ରତିନିଧି ଶ୍ରୀ ବସନ୍ତ କୁମାର ମିଶ୍ର, ଶ୍ରୀ ବିରେନ୍ଦ୍ର ଦାଶ ଓ ଶ୍ରୀ ରବୀନ୍ଦ୍ର କୁମାର ରଥ ଅଭିମତ ରଖିଥିବାବେଳେ ଅତିଥିମାନେ ବହୁ ସୁନ୍ଦର ଏବଂ ସାବଲୀଳ ଢଙ୍ଗରେ ନିଜର ସଂଘୀୟ ଅଭିଭାଷଣ ରଖିଥିଲେ !ପରିଶେଷରେ ବ୍ଲକ ପାଇଁ ଏକ ନୂତନ ସୁଦୃଢ "ପ୍ରାଥମିକ ଶିକ୍ଷକ ସଙ୍ଘ" ସର୍ବ ସମ୍ମତି କ୍ରମେ ଗଠନ କରାଯାଇଥିଲା !
ସଭାପତି ଭାବେ ଶ୍ରୀ ପତିତପାବନ ନାୟକ, ସାଧାରଣ ସଂପାଦକ ଭାବେ ଶ୍ରୀ ଅନ୍ନଦା ତ୍ରିପାଠୀ, ଉପ ସଭାପତି ଭାବେ ଶ୍ରୀ ବୁଲୁ ବେହେରା ଓ ଶିକ୍ଷୟିତ୍ରୀ ରଂଜିତା ପତି, ସହ ସମ୍ପାଦକ ଭାବେ ଶ୍ରୀମତୀ ରଞ୍ଜୁଲତା ପାତ୍ର, ଶ୍ରୀ ଦୀପ୍ତି ରଞ୍ଜନ ତ୍ରିପାଠୀ ଓ ଶ୍ରୀ ରବୀନ୍ଦ୍ର କୁମାର ରଥ, ଜିଲ୍ଲା ପରିଷଦ ସଭ୍ୟ ଭାବେ ଶ୍ରୀ ରମେଶ ଚନ୍ଦ୍ର ବିଶୋଇ, ଶ୍ରୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀମତୀ କୁମୁଦିନୀ ବେହେରା, ସଂଯୋଜକ ଭାବେ ଶ୍ରୀ ବିଜୟ କୁମାର ବେହେରା, କୋଷାଧକ୍ଷ ଭାବେ ଶ୍ରୀ ଦିଲ୍ଲୀପ କୁମାର ଓଦଣ୍ଡରା ଓ ଉପଦେଷ୍ଟା ଭାବେ ଶିକ୍ଷାବିତ ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ, ଶ୍ରୀ ବସନ୍ତ କୁମାର ମିଶ୍ର, ଶ୍ରୀ ବସନ୍ତ କୁମାର ସାହୁ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀ ମଧୁସୁଦନ ନାୟକ, ଶ୍ରୀ ସୁଧୀର କୁମାର ସାହୁ, ଶିକ୍ଷାବିତ ଶ୍ରୀ ପଞ୍ଚାନନ ମିଶ୍ର ଓ ଶ୍ରୀ କାଁହୁ ଚରଣ ଗୌଡ଼ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ !

Post a Comment