ଭୁବନେଶ୍ୱର -୨୨/୧୦/୨୨(ନୀଳଚକ୍ର live) ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆ ଆରମ୍ଭ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ପ୍ରଥମ ରାଉଣ୍ତରୁ ଦୁଇଥର ଟାଇଟଲ୍ ଜିତିଥଇବା ୱେଷ୍ଟଇଣ୍ତିଜ୍ ଗ୍ରୁପ୍ ଷ୍ଟେଜ୍ ବିଦା ହୋଇଛି । ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଆୟର୍ଲ୍ୟାଣ୍ତ ମ୍ୟାଚ୍କୁ ଏକତରଫା ଭାବେ ଜିତି ୱେଷ୍ଟଇଣ୍ତିଜ୍କୁ ବିଶ୍ୱକପ୍ରୁ ବାହାର ରାସ୍ତା ଦେଖାଇଛି ।
ଓଡ଼ିଶା ପ୍ରଶାସନିକ ସେବା ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ ୧୨୫ଟି ନୂଆ ପଦବୀ ସୃଷ୍ଟି ଓ ପାଣି ପଂଚାୟତର କାର୍ଯ୍ୟକାଳ ୩ବର୍ଷରୁ ୫ବର୍ଷକୁ ବୃଦ୍ଧି ସମେତ ମୋଟ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
FATFର ‘ଗ୍ରେ’ ଲିଷ୍ଟରୁ ହଟିଲା ପାକିସ୍ତାନ; ଆତଙ୍କବାଦ ବିରୋଧର ପାକ୍ର କାମକୁ ସ୍ୱାଗତ କଲା ଆର୍ଥିକ କଟକଣା ଲଗାଇଥିବା ସଂସ୍ଥା
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କ୍ଷମତାରେ ଥିବା କନଜରଭେଟିଭ ପାର୍ଟିର ନୂଆ ନେତାଙ୍କ ନାଁ ଆସନ୍ତା ଅକ୍ଟୋବର ୨୮ରେ ଘୋଷଣା କରାଯିବ ।
ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଦ୍ୱାରା ସମ୍ବଲପୁର ଫ୍ଲାଇଓଭର ବ୍ରିଜ୍ ଉଦଘାଟିତ। ୨୦୧୬ରୁ ତିଆରି ଆରମ୍ଭ ହୋଇଥିବା ଏହି ଫ୍ଲାଇଓଭର ବ୍ରିଜ୍ ଶୁକ୍ରବାର ବିଧିବଦ୍ଧ ଭାବେ ଉଦଘାଟନ କରାଯାଇଛି।
ଭୁବନେଶ୍ବରରେ ଦୀପାବଳି: ରାତି ୮ଟାରୁ ୧୦ଟା ଫୁଟିବ ବାଣ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ।
ନୀରବ ମୋଦୀଙ୍କୁ ବଡ ଝଟକା, ୩୯ଟି ପ୍ରପଟିକୁ ଆଟାଚ୍ ପାଇଁ ପିଏମଏଲଏ କୋର୍ଟଙ୍କ ଅନୁମତି ।
ପ୍ରଣବ ପ୍ରକାଶ ହେଲେ କ୍ରିକେଟ ପ୍ରଶାସକ: ଓସିଏ ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ।
କଟକଣା ଉଠାଇଲା ଡିଜିସିଏ: ଅକ୍ଟୋବର ୩୦ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ାଣ ଭରିବ ସ୍ପାଇସ୍ଜେଟ୍ ।
ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଗିରଫ ପରେ କୋର୍ଟ ଚାଲାଣ: ଡିସିପି କହିଲେ, ଯାହାର ସଂପୃକ୍ତି ଥିବ, ହେବ କାର୍ଯ୍ୟାନୁଷ୍ଠାନ ।
ପଶ୍ଚିମ ଓଡିଶାରେ ୯ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ। ୯ ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ।
ରିଏଲାନ୍ସ ଜିଓର ଲାଭରେ ୨୮ ପ୍ରତିଶତ ବୃଦ୍ଧି, ରେଭେନ୍ୟୁ ହେଉ ଅବା ମାର୍ଜିନ ସବୁ ବଢିଛି ।
୨୩ରେ ଅଯୋଧ୍ୟା ଯିବେ ମୋଦୀ: ରାମଲାଲାଙ୍କ ପୂଜାର୍ଚ୍ଚନା ପରେ ଦୀପୋତ୍ସବ ଶୁଭାରମ୍ଭ କରିବେ
T20 World Cup: ଇତିହାସ ରଚିଲା ଜିମ୍ବାଓ୍ଵେ, ସ୍କଟଲାଣ୍ଡକୁ ହରାଇ ସୁପର-୧୨ରେ ପ୍ରବେଶ ।
ଧାମନଗର ଉପନିର୍ବାଚନ: ମତଦାନ କେନ୍ଦ୍ରକୁ ମତଦାତା ମୋବାଇଲ ନ ନେବା ପାଇଁ ଦାବି କଲା ବିଜେପି
ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ପୁଣି ଖାରଜ ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବୈଠକ ।
କରୋନା ବୁଷ୍ଟର ଡୋଜ୍ ନେବାକୁ ଅନାଗ୍ରହ, ୧୦ କୋଟି କୋଭିସିଲ୍ଡ ଡୋଜ୍ ନଷ୍ଟ ।
ଏଲ୍ଏଣ୍ଡଟିକୁ ବର୍ଦ୍ଧିତ ଦେୟ ଓ ରୟତଙ୍କୁ ଟାଟା ଜମି ଫେରସ୍ତ ନିଷ୍ପତ୍ତି।
ଆଜି ସୃଷ୍ଟି ହେବ ଅବପାତ, ଓଡ଼ିଶାରେ ପବନ ସହ ବର୍ଷା ।
ଘୃଣା ଭାଷଣ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ: କାର୍ଯ୍ୟାନୁଷ୍ଠାନ କର, ନହେଲେ ଆମେ କରିବୁ ।
ଜାତୀୟ ରାଜପଥ ପାଣ୍ଠି ଆବଣ୍ଟନରେ ସଂଶୋଧନ: ଓଡ଼ିଶାକୁ ମିଳିବ ୬୬୦ କୋଟି ଟଙ୍କା ।
ଭାରତ-ପାକ୍ ମ୍ୟାଚ୍ ପାଇଁ ବିଜ୍ଞାପନ ଦରରେ ୨୦% ବୃଦ୍ଧି ।
Post a Comment