ପୁରୁଷୋତ୍ତମପୁର(ନୀଳଚକ୍ର Live) - ଓଡିଶା ସାମ୍ବାଦିକ ସଂଘର. ସାଧାରଣ ବୈଠକ ଗଞ୍ଜାମ ଜିଲ୍ଲା, ତାରାତାରିଣୀ ଲଷ୍ମୀପ୍ରିୟା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଥିଲା, ଜିଲ୍ଲା ଶାଖା ସଭାପତି ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ତତ୍ଵା ବଧାନରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି ଶଶି ଭୂଷଣ ପହରାଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ
ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତମାନ ରାଜ୍ୟ ଉପଦେଷ୍ଟା ଅଶୋକ ନନ୍ଦ ସନ୍ନମାନିତ ଅତିଥିଭାବେ ଓ ରାଜ୍ୟ କୋଷାଧକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଯେୟୁ ସଦସ୍ୟ ମାନଙ୍କୁ ସମ୍ବୋଧନ କରି ଉତ୍ସାହିତ କରିଥିଲେ, ଶୃଙ୍ଖଳିତ ହେବା ସହ ନିର୍ଭିକ ଖବର ଓ ସତ୍ୟାସତ୍ୟ ଖବର ପରିବେଷଣ କରି ଜନସାଧାରଣଙ୍କ ଅସ୍ଥା ଭାଜନ ହେବାପାଇଁ ପ୍ରେରଣା ଦେଇଥିଲେ, ଜିଲ୍ଲା ସଭାପତିଙ୍କ ଶ୍ରୀ ପଟ୍ଟନାୟକଙ୍କ ପ୍ରଚେଷ୍ଟା ରେ ଓଜେୟୁ ଲୋଗ ଥାଇ ସାମ୍ବାଦିକ ଙ୍କୁ କାବା ଡ୍ରେସ ବଣ୍ଟନ କରାଯାଇଥିଲା,
ଜିଲ୍ଲା ସଭାପତିଙ୍କ ଉଚ୍ଚାଭିଳାଷି ଡ୍ରେସକୋଡ଼ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିବାରୁ ଅତିଥି ମାନେ ଭୁୟସୀ ପ୍ରସଂଶା କରିଥିଲେ, ରାଜ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ଜିଲ୍ଲା ଶାଖାର ନୂତନ କମିଟି ଗଠନ କରାଯାଇଥିଲା, ପୁନର୍ବାର ଜିଲ୍ଲା ସଭାପତି ଭାବେ ରବୀନ୍ଦ୍ର କୁମାର ପଟ୍ଟନାୟକ ଚୟନ ହୋଇଥିବା ବେଳେ, କାର୍ଯ୍ୟକାରୀ ସଭାପତି ଭାବେ ଉମାକାନ୍ତ ବେହେରାଙ୍କୁ ଚୟନ କରିଥିଲେ,
ଉପସଭାପତି ଭାବେ ଜ୍ୟୋତି ରଞ୍ଜନ ଆଚାରୀ ଓ ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ଭାବେ ଶିବ ପ୍ରସାଦ ସାହୁ, କୋଷାଧକ୍ଷ ଭାସ୍କର ବେହେରା ଙ୍କୁ ସର୍ବସମ୍ମତି ରୂପେ ଚୟନ ହୋଇଥିଲେ, ଏହା ବ୍ୟତିରେକ ପ୍ରସନ୍ନ କୁମାର ଦାସ ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବିଜୟ ଲଷ୍ମୀ ଗୌଡ଼ ଙ୍କୁ ରାଜ୍ୟ ମହିଳା ଆବାହକ ଭାବେ ଚୟନ ହୋଇଥିଲେ, ଗଞ୍ଜାମ ଜିଲ୍ଲାଶାଖାର ସମସ୍ତ ସଦସ୍ୟ ଯୋଗ ଦେଇ ଚୟନ କମିଟିରେ ଭାଗ ନେଇ ବୈଠକରେ ଉପସ୍ଥିତ ଥିଲେ।

ରିପୋର୍ଟ-ପ୍ରସନ୍ନ କୁମାର ଦାଶ
Post a Comment