ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ କାଦୁଆ ରାଜସ୍ୱ ନିରୀକ୍ଷକ ବିନୟ କିଶୋର ବେହେରା ଚୋରା ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର ନମ୍ବର od 32 a 4481 ଓ od 32 f 9232 କୁ ,ତହସିଲଦାର ଙ୍କ ନିର୍ଦେଶ କ୍ରମେ ଜବତ କରି ଗୋଟିଏ ଟ୍ରାକ୍ଟର ପିଛା 14ହଜାର 655, ଟଙ୍କା ଜୋରିମାନା ଆଦାୟ କରିଛନ୍ତି।
OD 32 f 9232 ଟ୍ରାକ୍ଟର ରେ ନମ୍ବର ଲେଖି ନଥିବା ରୁ ଗାଡ଼ିରେ ନମ୍ବର ଲେଖିବା ପାଇଁ RI ଟ୍ରାକ୍ଟର ମାଲିକ କୁ ମଧ୍ୟ ନିର୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।ଜଗନ୍ନାଥ ପ୍ରସାଦ ତହସିଲ ଅଂଚଳ ରେ ପ୍ରତେକ ଦିନ ଏପରି ଚୋରା ବାଲି ଚାଲାଣ କୁ ରୋକିବା କୁ ଟାକ୍ଟର ଗୁଡ଼ିକୁ ଜବତ କରାଗଲେ ଚୋରା ବାଲି ଚାଲାଣ ବନ୍ଦ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ଓ କାଦୁଆ RI ଙ୍କ ଏପରି କାର୍ଯ୍ୟ ପାଇଁ ସାଧାରଣ ରେ ପ୍ରଶଂସା କରାଯାଇଛି।

Post a Comment