ଭୁବନେଶ୍ୱର(ନିରାକାର ସାହୁ)ଓଡ଼ିଶା, ଆମ ଆଦମୀ ପାର୍ଟି ତରଫରୁ ରାଜ୍ୟ ଆଇନଜୀବୀ ସମ୍ମିଳନୀ ଭୁବନେଶ୍ୱର ର ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ମାୟାବତୀ ସୋସାଇଟି ପରିସର ରେ ନଭେମ୍ବର୧୩ ତାରିଖରେ ଅନୁଷ୍ଟିତ ହୋଇ ଯାଇଛି।ଓଡ଼ିଶାର ପ୍ରତେକ ଜିଲ୍ଲା ରୁ ଆଇନଜୀବୀ ମାନେ ଯୋଗ ଦେଇଥିଲେ।ଏକ ସଂଗ୍ରାମ ରୁ ଜନ୍ମ ନେଇଥିବା ଆମ ଆଦମୀ ପାର୍ଟ ବର୍ତ୍ତମାନ ଭାରତ ରେ ତାର କାୟା ବିସ୍ତାର କରି ଚାଲିଛି।ଦିଲ୍ଲୀ ଓ ପଂଚାଵ ରେ ସରକାର ଗଠନକରିବା ପରେ ଓଡ଼ିଶା କୁ ଟାର୍ଗେଟ କରିଛି ପାର୍ଟି ବୋଲି ଆମ ଅଦାମୀ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ନିଜ ବକ୍ତବ୍ୟ ରେ କହିଥିଲେ।
ଆଇନର ବଳୟ ମଧ୍ୟରେ ରହି ସାମ୍ବିଧାନିକ ଅଧିକାର ପାଇବା ପାଇଁ ନିର୍ଭୟ ହୋଇ ପ୍ରତିପକ୍ଷ ସହ ଲଢେଇ କରିବା ସହ,ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆମ୍ ଆଦମୀ ପାର୍ଟିର ଆଇନଜୀବୀଙ୍କୁ ଭୁବନେଶ୍ୱର ସମ୍ମିଳନୀରେ ଆହ୍ୱାନ ଦେଇଥିଲେ।ଦିଲ୍ଲୀରେ ଆଇନଜୀବୀ ମାନଙ୍କୁ 10 ଲକ୍ଷ ଟଙ୍କା ର ମୃତ୍ୟୁ କାଳୀନ ବୀମା ଯୋଜନା ଥିବା ବେଳେ ସମସ୍ତ ଜନ ସାଧାରଣ ଙ୍କ ଠୁ ଆରମ୍ଭ କରି ଆଇନ ଜୀବୀ ମାନଙ୍କର ମଧ୍ୟ ସମସ୍ତ ଚିକିତ୍ସା ଖର୍ଚ୍ଚ ଅରବିନ୍ଦ କେଜିରିବାଲ ସରକାର ବହନ କରୁଥିବା ବେଳେ ଓଡ଼ିଶା ରେ ଓଡ଼ିଶା ରେ ଆପ ସରକାର ଆସିଲେ ସେ ସମସ୍ତ ସୁବିଧା ସୁଯୋଗ ମିଳିବ ବୋଲି ଶ୍ରୀ ଯୁକ୍ତ ନିଶିକାନ୍ତ ମହାପାତ୍ର ନିଜ ବକ୍ତବ୍ୟ ରେ ସ୍ପଷ୍ଟ କରିଥିଲେ।
ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଆସିଥିବା ଆଇନଜୀବୀ ମାନେ ନିଜ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।ପ୍ରାୟ 200 ଆଇନଜୀବୀ ଯୋଗ ଦେଇଥିଲେ।ଓଡ଼ିଶା ଆମ ଆଦମୀ ପାର୍ଟି ର ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କ ପୌରହିତ ରେ ରାଜ୍ୟ ଆଇନଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ପ୍ରତେକ ଦିନ ଆପ ବିଷୟ ରେ ଗୋଟିଏ ଘଣ୍ଟା ନିଜ ମହାକିଲ ମାନଙ୍କୁ ବୁଜାଇଲେ ରାଜ୍ୟ ରେ ଆପ ଆଗକୁ ମାଡି ଚାଲିବ ତଥା ରାଜ୍ୟ ରୁ ଏତେ ସଂଖ୍ୟକ ଓକିଲ ଙ୍କ ସମାବେଶ ହୋଇ ଥିବା ରୁ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment