BREAKING
Loading...
:

ଭାରତୀୟ ଜନତା ପାର୍ଟି ତରଫରୁ "ଶିଶୁ ସୁରକ୍ଷା ଅଭିଯାନ "ଏକ ବାଇକ ରାଲି ଅନୁଷ୍ଠିତ ହେଇଯାଇଛି


 ବ୍ରହ୍ମପୁର(ନୀଳଚକ୍ର Live)ସମସ୍ତ ଶିଶୁଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଶିଶୁ ଅଧିକାର କୁ ସୁନିଶ୍ଚିତ  କରିବା ପାଇଁ ଆଜି 14-11-2022ସମୟ  4 ଟା ରେ ଗଞ୍ଜାମ ଜିଲ୍ଲା ସଭାପତି  ଶ୍ରୀ ବିଭୁତି ଭୂଷଣ  ଜେନାଙ୍କ ନିର୍ଦେଶ ରେ ବରିଷ୍ଠ  ନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ, ବନିତା  ସାହୁ, ବର୍ଷା ବିଦୁସ୍ମିତା, ରଂଜିତା  ବେହେରା, ଶିଳ୍ପାଞ୍ଚଳ  ମଣ୍ଡଳ  ସଭାପତି  ଶ୍ରୀ ଶିବା ନାୟକ, ବରିଷ୍ଠ  ବିଜେପି ନେତା ଶ୍ରୀ ସୁବାଷ  ସାହୁ ଙ୍କ ନେତୃତ୍ୱରେ ରେ ରେ ଶିଳ୍ପାଞ୍ଚଳ  ମଣ୍ଡଳ  ତରଫରୁ  ଅମ୍ବାପୁଆ କାଳୀ ମନ୍ଦିର  ଠାରୁ  ଲାଞ୍ଜିପଲ୍ଲୀ ଆମ୍ବେଦକର ଛକ ପର୍ଯ୍ୟନ୍ତ ଶିଶୁ ଦିବସରେ  ଶିଶୁଙ୍କ ସୁରକ୍ଷା  ନିମନ୍ତେ ଭାରତୀୟ  ଜନତା  ପାର୍ଟି ତରଫରୁ  "ଶିଶୁ ସୁରକ୍ଷା  ଅଭିଯାନ "ଏକ ବାଇକ ରାଲି ଅନୁଷ୍ଠିତ ହେଇଯାଇଛି.ଶିଶୁ ଶ୍ରମିକ  ରୋକିବା, ବାଲ୍ୟବିବାହ ମୁକ୍ତ କରିବା ପାଇଁ  ଆଜିର  ଏ କାର୍ଯ୍ୟକ୍ରମ ରେ ନିଷ୍ପତି ନିଆଗଲା l

ଏହି କାର୍ଯ୍ୟକ୍ରମକୁ କର୍ପୋରେଟର ନୀଳକଣ୍ଠ  ସାହୁ, ପୁରବୀ ଜେନା, ମନୋଜ ସେଠି, ଗୋଶାଣୀନୂଆଗାଁ ଯୁବମୋର୍ଚ୍ଚା ଅନିଲ ସାହୁ,କିଶନ  ପଣ୍ଡା,ସୁମିତ ପାତ୍ର, ସୁନୀଲ ନାୟକ, ସଂଜୀବ  ପାତ୍ର, ଦୀପକ  ନାୟକ, ପ୍ରଭାତ ଷଢଙ୍ଗୀ,ବାବୁ ପାତ୍ର, ରୋହିତ ରେଡଡି, ଆଶୀଷ ଦାସ, ତାପସ  ପ୍ରଧାନ, ଅରବିନ୍ଦ  ମଣ୍ଡଳ, ଶ୍ରୀନିବାସ ମଣ୍ଡଳ, ବୀରେନ୍ଦ୍ର ମୋଲାନା ପରିଚାଳନା  କରିଥିଲେ।

Post a Comment

Previous Post Next Post
Header ADS