ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ପିନ୍ଧିଛନ୍ତି ବିଜୟ ମୁକୁଟ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ସେ ଅଧିକ ୯୮୮୧ ଭୋଟ ପାଇ ବିଜୟୀ ହୋଇଛନ୍ତି।
୧-ପାଣି ଭିତରେ ପ୍ଲେନ୍ କ୍ରାଶ ଘଟି ୧୯ ଜଣଙ୍କର ମୃତ୍ୟୁ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ତାଞ୍ଜାନିଆରେ ରବିବାର ବିମାନଟି ବିମାନବନ୍ଦରରେ ଅବତରଣ ପୂର୍ବରୁ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଟି-୨୦ ବିଶ୍ୱ କପ୍ ୨୦୨୨ର ସରିଲା ସୁପର ୧୨ ମୁକାବିଲା। ଶେଷ ମ୍ୟାଚ୍ରେ ଜିମ୍ବାେୱକୁ ୭୧ ରନରେ ହରାଇ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ।
ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍: ସେମିରେ ଭାରତ-ଇଂଲଣ୍ଡ, ପାକିସ୍ତାନ-ନ୍ୟୁଜିଲାଣ୍ଡ୍ ।
ଗଞ୍ଜାମ ଜିଲ୍ଲା କୋଦଳା ଥାନା ରାମପଲ୍ଲୀ ଓ ବାରିହାଖଳା ଗ୍ରାମରେ ରବିବାର ଦିନ ଜଙ୍ଗଲୀ ବାର୍ହାପଲ ଆତଙ୍କ ଖେଳାଇଛନ୍ତି। ବାର୍ହା ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକଜଣକ ହେଲେ, ଭାସି ସ୍ବାଇଁ (୭୦)। ଗୁରୁତର ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଆଜି ଲକ୍ଷ୍ମୀନୃସିଂହ ବେଶ।
ଚାଇନିଜ୍ ଆପ୍ଲିକେସନ୍ ମାଧ୍ୟମରେ ତତ୍କାଳ ଟିକଟ୍ ପ୍ରସ୍ତୁତ କରୁଥିବା ଏକ ରାକେଟକୁ ଆର୍ପିଏଫ୍ ଥାନା ଠାବ କରିଛି। ମାହାଙ୍ଗାର ଜଣେ ଇଞ୍ଜିନିୟର ମାନସ ରଞ୍ଜନ ସାହୁ(୩୪)ଙ୍କୁ ଗିରଫ କରାଯାଇଛି।
ଲୋକଙ୍କ ପାଖରେ ୩୧ ଲକ୍ଷ କୋଟି ନଗଦ, ବିମୁଦ୍ରୀକରଣବେଳେ ଥିଲା ୧୭.୭ ଲକ୍ଷ କୋଟି ।
ୱିପ୍ରୋ, ଓଏନ୍ଜିସି, ନେସ୍ଲେ ଇଣ୍ଡିଆଠୁ ତିରୁପତି ମନ୍ଦିର ପାଖରେ ଅଧିକ ସମ୍ପତ୍ତି ।
ଚଳିତ ବର୍ଷ ଅକ୍ଟୋବରରେ ସୋନାଲିକା ଟ୍ରାକ୍ଟର୍ସ ୨୨ ହଜାରରୁ ଅଧିକ ଟ୍ରାକ୍ଟର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ରେକର୍ଡ କରିଛି।
ରୁଷ୍ରୁ ଆସୁଛି ସର୍ବାଧିକ ତେଲ: ଦ୍ବିତୀୟ, ତୃତୀୟକୁ ଖସିଲେ ଇରାକ, ସାଉଦି ।
ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍: ଭାରତର ପ୍ରତିଶୋଧ; ସ୍ପେନ୍କୁ ସୁଟ୍ଆଉଟ୍ କଲା ।
ସୂର୍ଯ୍ୟଙ୍କ କୀର୍ତ୍ତିମାନ: ଚଳିତ ବର୍ଷ ୧୦୦୦ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ରନ୍ କରିବାରେ ପ୍ରଥମ ।
ଅଲିମ୍ପିକ୍ ବିଜେତା ପ୍ରମୋଦ ଭଗତ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ରବିବାର ପୁରୁଷ ଏକକ ଏସ୍ଏଲ୍ ୩ ଫାଇନାଲ୍ରେ ଏହି ଓଡ଼ିଆ ପୁଅ ୨୧-୧୯, ୨୧-୧୯ରେ ନିଜ ଦେଶର ନୀତେଶ କୁମାରଙ୍କୁ ପରାସ୍ତ କରିଥିଲେ।
ପାକିସ୍ତାନ: ଡକାୟତଙ୍କ ଆକ୍ରମଣରେ ୭ ପୁଲିସ ମୃତ, ୨୦ ଅପହୃତ।
Hockey Indiaର ବଡ଼ ଘୋଷଣା: ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ପ୍ରୋତ୍ସାହନ ରାଶି ।
ସରକାରୀ ସ୍କୁଲରେ ଲାଗୁ ହେବ ନୂଆ ନିୟମ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା, ଗଣଶିକ୍ଷା ବିଭାଗର ନିଷ୍ପତ୍ତି ।
ଇମ୍ରାନ ଖାନଙ୍କ ବଡ ଘୋଷଣା: ଯେଉଁସ୍ଥାନରେ ଗୁଳି ମାରିଥିଲ, ସେହି ସ୍ଥାନରୁ ବାହାରିବ ବିରୋଧ ଶୋଭାଯାତ୍ରା ।।।
ହେତୁବାଦୀଙ୍କୁ ସେବାୟତଙ୍କ ଖୋଲା ଚେତାବନୀ: ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟି କଲେ ପ୍ରତିବାଦକୁ ଓହ୍ଲାଇବ ଓଡ଼ିଶା ମନ୍ଦିର ସେବାୟତ ସଂଘ
Post a Comment