ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-୦୭/୦୭/୨୦୨୩-ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମିସ୍ଥ ରାଧା ରମଣ ଉଚ୍ଚ ବିଦ୍ୟାଳୟ ରେ ୭୪ତମ ବନ ମହୋତ୍ସବ ବହୁ ଆଡମ୍ବରରେ ପାଳିତ ହୋଇ ଯାଇଛି।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗାଁ ଦାଣ୍ଡ ବୁଲି ସଚେତନ କରିବା ପରେ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵବଧାରକ ଶୁଳପାଣି ଶତପଥୀ ଓ ଆଂଚଳିକ କ୍ଷତ୍ରିୟ ବରପୁର ର ଅବସର ପ୍ରାପ୍ତ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ସଂମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ନିରାକାର ସାହୁ,ଯୋଗ ଦେଇଥିଲେ।
ଜଗନ୍ନାଥ ପ୍ରସାଦ ରେଞ୍ଜ କାର୍ଯ୍ୟଳୟ ର ଫରେଷ୍ଟର ଶ୍ରୀମନ ପ୍ରଧାନ,ସରପଞ୍ଚ ବିପ୍ର ଚରଣ ସ୍ୱାଇଁ,ପୂର୍ବତନ ବିଦ୍ୟାଳୟ ସମ୍ପାଦକ ବାଳି ନନ୍ଦ,ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ବୈଠକରେ ସଭାପତିତ୍ୱ କରି ଥିଲେ। ଶିକ୍ଷକ ସୁଧିକାନ୍ତ ସାମନ୍ତରାୟ,ଧନ୍ୟବାଦ ଅର୍ପଣ କରିଥିବା ବେଳେ ଇକୋ ବ୍ଲକ ଶିକ୍ଷକ ସନ୍ତୋଷ କୁମାର ସାହୁ ବିଭିନ୍ନ ସଚେତନ ବାର୍ତ୍ତା ଦେଇ ଥିଲେ।
ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ,କେଦାର ନାଥ ପ୍ରଧାନ,ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ବିଦ୍ୟାଳୟ ରେ ଚାରା ରୋପଣ ପରେ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ଚାର ଦିଆ ଯାଇ ଥିଲା।

Post a Comment