ବିଡ଼ିପୁର(ନୀଳଚକ୍ର Live)- ୨୪/୧୦/୨୦୨୩ ରିଖ ଅପରାହ୍ନ ୩ ଘଣ୍ଟ ସମୟ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡ଼ି.ପୁର ଗ୍ରାମ ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ ଟି ଗ୍ରାମ ର ୪ଜଣ ହିତାଧିକାରୀ ଯଥା :ସୋରିଷମୂଳ ଗ୍ରାମ ର ହିତାଧିକାରୀ ସୂଯ୍ୟକାନ୍ତି ସ୍ୱାଇଁ ମେଣ୍ଟପୁର ଗ୍ରାମ ର ହିତାଧିକାରୀ ଅଧମ ସାହୁ,କାଳୁ ନାଇକ,ତରଫ ଗ୍ରାମ ର ହିତାଧିକାରୀ ପଦ୍ମା ଗୌଡ଼ ନିଜର ସ୍ବପ୍ନର ଗୃହ ନିର୍ମାଣ କରିବା ସହ ପବିତ୍ର ବିଜୟା ଦଶମୀ ଅବସରରେ ଗୃହ ପ୍ରବେଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପଞ୍ଚାନନ ପାଳ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ, ଗ୍ରାମ ରୋଜକାର ସେବକ ସରୋଜ କୁମାର ନାଇକ,ୱାର୍ଡ ସଭ୍ୟ ଖଦାଳ ସ୍ୱାଇଁ,ୱାର୍ଡ ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡ଼ା,ସନ୍ତୋଷ ବାରିକ, ରବୀନ୍ଦ୍ର ତ୍ରିପାଠୀ ୱାର୍ଡ ସଭ୍ୟା ବିନୁଲତା ଖଟେଇ ,ୱାର୍ଡ ସଭ୍ୟା ସୁଦଷ୍ଣା ନାଇକ, ଟୁକୁନା ପ୍ରଧାନ, ପ୍ରତାପ ସ୍ୱାଇଁ,ୱାର୍ଡ ମେମ୍ବର ଙ୍କ ପ୍ରତିନିଧି ବସନ୍ତ ବସନ୍ତୀୟା,ଟୁଲୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment