ବ୍ରହ୍ମପୁର(ନୀଳଚକ୍ର Live)-ଭାରତୀୟ ମଜଦୁର ସଂଘ ସହବନ୍ଧିତ ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଙ୍ଘର ଜ଼ିଲ୍ଲା ସମିଳନୀ ବ୍ରହ୍ମପୁର ଇଞ୍ଜିନିୟରିଙ୍ଗ ସ୍କୁଲ ସ୍ଥିତ ନବୀନ ଭବନ ପରିସର ଠାରେ ଜ଼ିଲ୍ଲା କାଯ୍ୟକାରୀ ସଭାପତି ଡ଼. ଭବାନୀ ଶଙ୍କର ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡିଶା କୋଠା ବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଶ୍ରୀ ଲକ୍ଷ୍ମଣ ଦାସ, ଅବସର ପ୍ରାପ୍ତ ଉପଶ୍ରମ ଅୟୁକ୍ତ ଶ୍ରୀ ଦୀନବନ୍ଧୁ ଅଧିକାରୀ, ଭାରତ ସରକାର ଦତ୍ତୋପନ୍ତ ଠେଙ୍ଗଡୀ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ର ଶିକ୍ଷା ଅଧିକାରୀ ଶ୍ରୀ ଦିଲୀପ ଶତପଥି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପୂର୍ବ ଓଡିଶା ସେବା ପ୍ରମୁଖ ଶ୍ରୀ ଶାନ୍ତନୁ କୁମାର ମାଝୀ, ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ନବୀନ ସାପ୍ତାହିକ ଶ୍ରୀ ରବି ରଥ, ଭାରତୀୟ ମଜଦୁର ସଂଘ ଜ଼ିଲ୍ଲା ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ, ଯୋଗଦେଇ ଶ୍ରମିକ ଓ କୃଷକ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ l
ଆଗାମୀ ନଭେମ୍ବର 15 ତାରିଖ ଦିନ ଭୁବନେଶ୍ୱର ଠାରେ ବିଶାଳ ଶ୍ରମିକ ସମାବେଶ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଶେଷରେ ଆଗାମୀ ବର୍ଷ ପାଇଁ ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଙ୍ଘ ଗଞ୍ଜାମ ଜ଼ିଲ୍ଲା ଶାଖାର ନୂତନ କମିଟି ଗଠନ କରାଯାଇଥିଲା l ଜ଼ିଲ୍ଲା ସଭାପତି ଭାବେ ଡ଼. ଭବାନୀ ଶଙ୍କର ଦାଶ ଓ ଉପସଭାପତି ଭାବେ ଶ୍ରୀ ସନ୍ତୋଷ କୁମାର ସାହୁ, ଜ଼ିଲ୍ଲା ସମ୍ପାଦକ ଭାବେ ଶ୍ରୀ ଅର୍ଜୁନ କୁମାର ବେହେରା, ସାହସମ୍ପାଦକ ଭାବେ ଶ୍ରୀମତୀ ଚପଳା ନାୟକ, କୋଷାଧକ୍ଷ ଭାବେ ଶ୍ରୀ ନୀଳାଞ୍ଚଳ ପଣ୍ଡା କାର୍ଯ୍ୟକlରିଣୀ ସଦସ୍ୟ ଭାବରେ ଶ୍ରୀ ଅଜିତ କୁମାର ଵାଡ଼ତ୍ୟା ଏବଂ ଜ଼ିଲ୍ଲାର ସମସ୍ତ ବ୍ଲକର ସମ୍ପାଦକ ମାନେ କାର୍ଯ୍ୟକlରିଣୀ ସଦସ୍ୟ ଭାବରେ ରହିବେ ବୋଲି ଘୋଷଣା କରାଗଲା l ଏବଂ ଉପଦେଷ୍ଟା ଭାବରେ ଶ୍ରୀ ରବି ରଥ ଓ ସିମାଞ୍ଚଳ ନାହାକଙ୍କୁ ମନୋନୀତ କରାଗଲା l ଶ୍ରୀ ଅର୍ଜୁନ କୁମାର ବେହେରା ସଭା ସଂଯୋଜନା କରିଥିଲେ l ଜ଼ିଲ୍ଲା ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ ସହ ସଭା ସମାପନ କରିଥିଲେ l

ରିପୋର୍ଟ:-ବନିତା ବେହେରା
Post a Comment