BREAKING
Loading...
:

ଯୁବ ଓକିଲ ନୃଷିଂହ ଚରଣ ପଣ୍ଡା ଙ୍କ ହୃଦଘାତ ରେ ମୃତ୍ୟୁ


ଭଞ୍ଜନଗର(ନୀଳଚକ୍ର Live)ଭଂଜନଗର ଓକିଲ ସଙ୍ଘର ଯୁବ ଓକିଲ ନୃଷିଂହ ଚରଣ ପଣ୍ଡା ଙ୍କ ହୃଦ୍  ଘାତ ରେ ତା 30-୧୦-୨୩ ରିଖ ସକାଳ 6 ଘଣ୍ଟ ସମୟ ରେ ମୃତ୍ୟୁ ହେବା ପରେ ଏକ ଶୋକ ସଭା ଉପସଭାପତି ରଜତ କୁମାର ଦାଶ ଙ୍କ ସଭାପତିତ୍ବ ରେ କୋର୍ଟ ପରିସରରେ ଆୟୋଜନ ହୋଈଥିଲା ା

ଏଥିରେ ସମ୍ପାଦକ-ହରେକୃଷ୍ଣ ମହାପାତ୍ର,ସହସମ୍ପାଦକ-ଚନ୍ଦ୍ରମଣି ମହାପାତ୍ର ,ଉପସ୍ଥିତ ଥିଲେ ।ଉକ୍ତ ସଭାରେ ସମ୍ପାଦକ ଶ୍ରୀ ମହାପାତ୍ର,ଦଣ୍ଡପାଣି ସ୍ବାଇଁ,ଗୋପାଳ କୃଷ୍ଣ ପ୍ରଧାନ,ଦିବାକର ନାୟକ,ଅଳକା ପଟନାୟକ, ସନ୍ତୋଷ କୁମାର ନାୟକ, ପ୍ରମୁଖ ଓକିଲ ସ୍ବର୍ଗୀୟ ଆତ୍ମାର ସଦ୍ ଗତି  ନିମନ୍ତେ ସ୍ମୃତି ଚାରଣ କରିଥିଲେ ।

ଏଥି ସହ ବିନୟ କୁମାର ରଥ, ରବୀନ୍ଦ୍ର କୁମାର ଦାସ, ଲଡୁ ଆଲ୍ଟିଆ, ସନ୍ତୋଷ କୁମାର ପାଳ, ବସନ୍ତ କୁମାର ଦାଶ, ରଞ୍ଜିତ କୁମାର ମିଶ୍ର, ସମିର ନାୟକ, ଜ୍ଞାନେନ୍ଦ୍ର କୁମାର ନାୟକ, ଖର।ନ୍ସୁ ଦାସ, ଆ
ସମତେ  ବହୁ ଓକିଲ ଯୋଗ ଦେଇ ଥିଲେ।

Post a Comment

Previous Post Next Post
Header ADS