BREAKING
Loading...
:

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ


ଭୁବନେଶ୍ୱର(ନୀଳଚକ୍ର Live)- ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ  ସୋମବାର  ଦିନ ଭୁବନେଶ୍ୱର ସହିଦ ନଗରସ୍ଥିତ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ  ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରେଇଙ୍କ ସଭାପତିତତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓଡ଼ିଆ ଭାଷା ସାହିତ୍ୟ ଓ ସମାଜର କଲ୍ୟାଣ ନିମନ୍ତେ ପ୍ରଭୁ ଶ୍ରୀଜଗନାଥ ଙ୍କୁ ଅର୍ଚ୍ଚନା ବନ୍ଦନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା ସର୍ବ ସମ୍ମତି କ୍ରମେ  ଉକ୍ତ ଅନୁଷ୍ଠାନ ର ନୂତନ ମୁଖ୍ୟ ଉପଦେଷ୍ଟା_ ଭାବେ ସର୍ବଶ୍ରୀ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ରଥ,ପରାମର୍ଶଦାତ _ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ,ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ଡ ପ୍ରସନ୍ନ ପଟ୍ଟଶାଣୀ, ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ଡ଼ଃ କୁଳମଣି ଓଝା, ବିଜୟଲକ୍ଷ୍ମୀ ନାୟକ , ଶ୍ରୀଯୁକ୍ତ ପ୍ରଦୁଷ ପଟ୍ଟନାୟକ, ଶ୍ରୀଯୁକ୍ତ ହର ପ୍ରସାଦ ଦାସ, ଶ୍ରୀଯୁକ୍ତ ଦେବାଶିଷ ଜେଷ୍ଟି, ଡ଼ଃ ମୃତ୍ୟୁଞ୍ଜୟ ରଥ, ଡ଼ଃ ରଜନୀରଞ୍ଜନ  ଦାଶ, ଶ୍ରୀଯୁକ୍ତ ଅଲେଖ ପଢିହାରୀ, ଶ୍ରୀଯୁକ୍ତ ଅଭୟ କୁମାର ନାୟକ, ଶ୍ରୀଯୁକ୍ତ ଶରତ ନାୟକ, ଶ୍ରୀଯୁକ୍ତ କୈଳାଶ ଟିକାୟତରାୟ, ଶ୍ରୀଯୁକ୍ତ ଶ୍ରୀନିବାସ ଦାଶ, ଶ୍ରୀଯୁକ୍ତ ଜୟନ୍ତ କୁମାର ପାଣିଗ୍ରାହୀ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ, ଶ୍ରୀଯୁକ୍ତ ରାଜା ସନ୍ତୋଷସିଂ ଦେଓ,ସଂଗୀତା ସାହୁ,  ଅନିତା ପଟ୍ଟନାୟକ,ଶ୍ରୀଯୁକ୍ତ ସଂଗ୍ରାମ ମହାନ୍ତି ,  ଶ୍ରୀଯୁକ୍ତ ଚ୍ରକଧର ତ୍ରିପାଠୀ,





ନାରାୟଣ ଚନ୍ଦ୍ର ସେନାପତି,ଲିଗାଲ ଆଡ଼ଭାଇଜର ଭାବେ ଶ୍ରୀଯୁକ୍ତ ଦେବାଶିଷ ରଥ ଓ ବିକ୍ରମ ଚମ୍ପତ୍ତି,ମଉଆ ମୁକ୍ତିକାନ୍ତ ବୈଶାଖ,ମନୋନୀତ ହୋଇଥିଲେ ଅନୁଷ୍ଠାନ ର ସଭାପତି ଭାବେ_ଶ୍ରୀଯୁକ୍ତ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ,ଉପସଭାପତି ଭାବେ _ ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ମହାନ୍ତି,ଅଧକ୍ଷ,ସମ୍ପାଦକ  ଶ୍ରୀଯୁକ୍ତ ବଳରାମ ତରାଇ,ସହ ସମ୍ପାଦକ ଭାବେ_  ଶ୍ରୀଯୁକ୍ତ ବାଉରୀବନ୍ଧୁ ବେହେରା ଓ ସହ ସମ୍ପାଦିକା _ରଶ୍ମିମୟୀ ପଟ୍ଟନାୟକ,ସଂଗଠନ ସମ୍ପାଦକ ଭାବେ  ଇଂ ଅର୍ଚ୍ଚନା ଦାଶ,କାର୍ଯ୍ୟକାରୀ ସମ୍ପାଦିକା_ ଭାବେ ସରସ୍ବତୀ ନାୟକ ଓ ବିଜୟଲକ୍ଷ୍ମୀ ମହାକୁଢ଼ ମୁଖ୍ୟ ସଦସ୍ୟ ଭାବେ_ଶ୍ରୀଯୁକ୍ତ ପ୍ରଫେସର ଧ୍ରୁବାନନ୍ଦ ବେହେରା,ଶ୍ରୀଯୁକ୍ତ କରୁଣାକର ମଲ୍ଲିକ, ଆତ୍ରତାନ ସାହୁ,
ରାଜ୍ୟ ସଂଯୋଜିକା ଭାବେ _ ଶ୍ରମତୀ ସ୍ଵର୍ଣଲତା ତ୍ରିପାଠୀ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଗ୍ରୁପ ପୃଷ୍ଠା ର ନିରୀକ୍ଷକ _ଶ୍ରୀଯୁକ୍ତ କୈଳାସ  ବେହେରା,ମୁଖପାତ୍ର _ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ,ରାଜ୍ୟ ମିଡ଼ିଆ ପ୍ରଭାରୀ  ଭାବେ ବନିତା ସାମଲ, ରଶ୍ମିମୟ ପଟ୍ଟନାୟକ ଆଦି ନିର୍ବାଚିତ ହୋଇଥିଲେ ଓଡ଼ିଆ ଭାଷା ଓ ସାହିତ୍ୟ ର ପ୍ରଚାର ପ୍ରସାର ପାଇଁ ଆଗାମୀ  ରବିବାର ତା 5-11-23 ରାତ୍ର 8 ଘଣ୍ଟା ସମୟରେ ଏକ ଭରଚୁଆଲ ମିଟିଙ୍ଗ ମାଧ୍ୟ୍ୟମରେ  30 ଜିଲ୍ଲା ର  30 ଜଣ କରି ଜିଲ୍ଲା ସଂଯୋଜକ ଓ ସଂଯୋଜିକା ଙ୍କୁ ନିଯୁକ୍ତି ଦିଆଯିବ!ନବ ନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ    ଆଗାମୀ ଦିନରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତାର ସମସ୍ତ କାର୍ଯ୍ୟକ୍ରମ କୁ ସାହିତ୍ୟ ର ପ୍ରତ୍ୟେକ ଦିଗକୁ ବିସ୍ତାରିତ କରି ସମାଜ କଲ୍ୟାଣ ଅଭିମୁଖୀ ହେବ ବୋଲି ଆଶାବ୍ୟକ୍ତ କରିଥିଲେ l

Post a Comment

Previous Post Next Post
Header ADS