ଭୁବନେଶ୍ୱର(ନୀଳଚକ୍ର Live) ପାଣ୍ଡରା ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଵୃଦ୍ଧାଶ୍ରମ ଠାରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବ ଙ୍କୁ ଜନ୍ମ ଜୟନ୍ତୀ ପାଳନ ହେବା ସହିତ ନିଶିଗନ୍ଧା ଭାଷା ପ୍ରତଷ୍ଠାନର ସମ୍ପାଦକ ବଳରାମ ତରାଇ ଙ୍କ ଜନ୍ମ ଦିବସ ପାଳନ ହେଇଥିଲା,ଜନ୍ମ ଦିନ ପାଳନ ଅବସରରେ ଗୋପବନ୍ଧୁ ସେବାଶ୍ରମ୍ ର ଉଦ୍ୟୋକ୍ତା ଶ୍ରୀଯୁକ୍ତ ନିଲୁ ଖୁଣ୍ଟିଆ ଓ ବିଜୟଲକ୍ଷ୍ମୀ ବେହେରା ,ପ୍ରଜ୍ଞାସ୍ମିତା ଦାଶ, ରଜତ ବାରିକ,ଶ୍ରୀଯୁକ୍ତ ବଳରାମ ତରାଇ ମହୋଦୟ ଯୋଗ ଦେଇଥିଲେ! ଵୃଦ୍ଧାଶ୍ରମ ର ଅନ୍ତେବାସୀଙ୍କ ସହ ଉପସ୍ଥିତ ସଭ୍ୟ ମାନେ ସମୂହ ଭାବେ ବୃକ୍ଷ ରୋପଣ କରିଥିଲେ !
ସମାଜ ସେବୀ ବଳରାମ ତାରାଇଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇ ଥିଲା!ଵୃଦ୍ଧାଶ୍ରମ ର ଅନ୍ତେବାସୀ ଓ ସଭ୍ୟ ମାନେ ଏକତ୍ର ପ୍ରସାଦ ସେବନ କରିଥିଲେ!ସମାଜ ସେବା ଓ ଭାଷା ସାହିତ୍ୟ ମାତୃଭାଷାଙ୍କ ସେବା ଚାହିଁଲେ କେହି କରିପାରିବେ ନାହିଁ !ଏ ସେବା ଭାବ ଉଦୟ ହୁଏ ହୃଦୟର ଗଭୀରତ୍ତମ ପ୍ରଦେଶରୁ ସ୍ୱତଃ ସ୍ପୁର୍ତଭାବେ! ଏହା ଜୀବନ ବ୍ୟାପି ସାଧନା!ଏପରି ସୌଭାଗ୍ୟ ସମସ୍ତଙ୍କୁ ମିଳିନଥାଏ !ଯାହା ମିଳିଛି ବଳରାମ ତରାଇଙ୍କୁ !ମାତ୍ର 9 (ନଅ )ବର୍ଷ ବୟସ ରୁ ଚତୁର୍ଥ ଶ୍ରେଣୀ ପାଠ ପଢ଼ାରୁ !ତାଙ୍କ ଅଜାଣତରେ ସେ ବାଳୁତ ବୟସ ରୁ ସମାଜ ସେବା କରି ଆସୁଛନ୍ତି! ଗ୍ରାମ ରାସ୍ତା ସଫା କରିବା, ଦଳପୁର୍ଣ ପୋଖରୀ କୁ ପରିଷ୍କାର କରିବା, ଗଛ ଟିଏ ଲଗାଇବା ତାଙ୍କର ସହଜାତ ପ୍ରବୃତି ! ଏବେ ତାଙ୍କୁ ଅନେକ ଓଡ଼ିଶାରୁ ବିଭିନ୍ନ ଅନୁଷ୍ଠାନ ସମ୍ମାନ ପ୍ରଦାନ କରିଛନ୍ତି, ନିଜେ ଅଙ୍ଗଦାନ କରିବା ସହିତ ୨୩୪ଜଣ ଅଙ୍ଗଦାନ କରାଇଛନ୍ତି, ଗୋଟିଏ ଗଛ କୋଟିଏ ଜୀବନ ଅଭିଯାନ କୁ ଏବେ ୩୦ଜିଲ୍ଲା ରେ ଆୟାଜନ କରି ୫୦୦୦ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି,

Post a Comment