BREAKING
Loading...
:

ଭଞ୍ଜନଗର ର ନୂତନ ଉପଜିଲ୍ଲାପାଳ ଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସମ୍ବର୍ଦ୍ଧନା


ଭଞ୍ଜନଗର(ନୀଳଚକ୍ର Live) ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସଭାପତି ସୋମନାଥ ନାୟକ, ପ୍ରାକ୍ତନ ଅଧକ୍ଷ୍ୟ ଶିବରାମ ପଣ୍ଡା, ଉପସଭାପତି ବାଳକୃଷ୍ଣ ବେହେରା ,ସମ୍ପାଦକ ରବିନରାୟଣ ସାମନ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ଲିଙ୍ଗରାଜ ଜେନା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବାଳକୃଷ୍ଣ ପାଢ଼ୀ ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ  ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ  ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଛନ୍ତି। ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ  ଗୌରୀ ଶଙ୍କର ଶତପଥୀ ମଧ୍ୟ ଏହି ସମୟ ରେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ ମଂଚ ତରଫରୁ ବିଭିନ୍ନ ସମସ୍ୟା ଉପରେ ନୂତନ ଉପଜିଲ୍ଲାପାଳ ଙ୍କୁ ଅବଗତ କରା ଯାଇଥିଲା।

Post a Comment

Previous Post Next Post
Header ADS