ଭଞ୍ଜନଗର(ନୀଳଚକ୍ର live)ବିଜୁ ଜନତା ଦଳର ନୀତି ଆଦର୍ଶ ଓ ବିକାଶ ଧାରାରେ ପ୍ରଭାବିତ ହୋଇ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ଅର୍ଥ ମନ୍ତ୍ରୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜଗନ୍ନାଥପ୍ରସାଦ ବ୍ଲକ ଅଧିନ ଛାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ମଲ୍ଲିକ,ପ୍ରଶାନ୍ତ ପାତ୍ର,,ଅଲାଡି ସରପଞ୍ଚ ବାବାଜୀ ପୋଲେଇ,ଜଗନ୍ନାଥପ୍ରସାଦ ସରପଞ୍ଚ ରଶ୍ମିତା ସେଠୀ,ପୂର୍ଣ ଚନ୍ଦ୍ର ସେଠୀ, ଭଗବାନ ସେଠି ଙ୍କ ଶତାଧିକ ସମର୍ଥକ ସମେତ ରୁଢାପଦର ପଞ୍ଚାୟତର ନକୁଳ ଜାନି,ଅର୍ଜୁନ ମଲ୍ଲିକ ବିଜେଡି ରେ ଯୋଗ ଦେଇଛନ୍ତି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ମଙ୍ଗଳବାର ରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପୌରାହିତ୍ୟ ରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା,ସଂମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ରାଜକୁମାର ସାହୁ,ଅତିଥି ପରିଚୟ ପ୍ରଦାନ କରିଥିଲେ।
ବରିଷ୍ଠ ଓକିଲ ତଥା ସାଂସଦ ପ୍ରତିନିଧି ଦିବାକର ନାୟକ ଓ ଯୁବ ବିଜେଡ଼ି ସଭାପତି ସୁଧୀର ରଞ୍ଜନ ବେହେରା ସଭା ସଂଯୋଜନା କରିଥିଲେ।ମିଶ୍ରଣ ପର୍ବରେ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ବରିଷ୍ଠ ସଂଗଠକ ଦେବଦତ୍ତ ପ୍ରଧାନ,ଭଞ୍ଜନଗର ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ,ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା,ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ପ୍ରମୁଖ ଉପସ୍ଥିତ ଥିଲ। ଭଞ୍ଜନଗର ବ୍ଲକର ମୁଜାଗଡ ପଞ୍ଚାୟତର ପିତବାସ ଗୌଡ,ବେଲାରସେନ ଦଳବେହେରା, ପିତବାସ ପ୍ରଧାନ,ମଙ୍ଗୁଳୁ ନାୟକ ଓ ହରିଗଡ ପଞ୍ଚାୟତର ସନ୍ତୋଷ ମିଶ୍ର,ପୁର୍ଣ୍ଣଚନ୍ଦ୍ର ବେହେରା,ଡୁମାକୁମ୍ପା ପଞ୍ଚାୟତ ରାଧାକୃଷ୍ଣ ଗୌଡ଼ ଓ ଆଖୁପଦର ଗ୍ରାମର ପ୍ରଫୁଲ କୁମାର ପ୍ରଧାନ,ବରିଷ୍ଠ ଆଇନଜୀବୀ ଖରାଂଶୁ ଶେଖର ଦାସ ଙ୍କ ସମେତ ଶତାଧିକ ସମର୍ଥକ ବିଜେଡିରେ ସାମିଲ ହୋଇଥିଲେ। ମିଶ୍ରଣ ପର୍ବରେ ସାମିଲ ହୋଇଥିବା ସମସ୍ତ ନେତା ଓ ନୂତନ କର୍ମୀଙ୍କୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଦଳୀୟ ପତାକା ଓ ଫୁଲହାର ଦେଇ ସ୍ବାଗତ କରିବା ସହ ଆନ୍ତରିକ ସହଯୋଗ କାମନା କରିଥିଲେ।

Post a Comment