ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ମା ଦଣ୍ଡକାଳୀ ଙ୍କ ଯାତ୍ରା-୨୦୨୪ ପାଇଁ ଶ୍ରୀ ଶ୍ରୀ ଧବେଳସ୍ୱର ଗଣନାଟ୍ୟ ତରଫରୁ ଏ ବର୍ଷ ର ଶ୍ରେଷ୍ଠ ସାମାଜିକ ନାଟକ "ସେଇ ଗୋଟିଏ ଭୁଲ ପାଈଁ"ନାଟକ ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତା ରେ ଅଧିକାର ଭଗବାନ ସେଠୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥୀ ରୂପେ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ସନାତନ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଯୋଲନ କରିଥିଲେ।
ମ୍ୟାନେଜର ଦୁଃଖିଶ୍ୟାମ ମହାନ୍ତି ଶ୍ରୀଫଳ ଭାଙ୍ଗି ନାଟକ ର ଶୁଭାରମ୍ଭ କରିଥିଲେ।ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ,ପ୍ରଦୀପ୍ତ କିଶୋର ଭୂୟାଁ ମଞ୍ଚ ପରିଚାଳନା କରିଥିଲେ।ସଂମାନିତ ଅତିଥି ରୂପେ ଓକିଲ ତଥା ସାମ୍ବାଦିକ ନିରାକାର ସାହୁ ଯୋଗ ଦେଇ ମା ଦଣ୍ଡକାଳୀ ଙ୍କ ବିଷୟ ରେ ବକ୍ତବ୍ୟ ରଖି ଥିଲେ,ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ଯୋଗ ଦେଇ ମାଆ ଦଣ୍ଡକାଳୀ ଯାତ୍ରା ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସଂମାନିତ ଅତିଥି ରୂପେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସେଠି,ସମିତିସଭ୍ୟ ଯୁଧିଷ୍ଠିର ସେଠି, ଜିଲ୍ଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଵିରୁପକ୍ଷ ସେଠି,ମା କରଞ୍ଜଇ ବଣିକ ସଂଘ ସଭାପତି ମାନସ ରଞ୍ଜନ ପରିଛା,ରଘୁନାଥ ପାତ୍ର, ସୁଦର୍ଶନ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ସଂନ୍ତୋଷ ସେଠି, ଓକିଲ ତଥା ସାମ୍ବାଦିକ ଦିଗାମ୍ବର ନାୟକ, ବିପିନ ବିହାରି ଡାକୁଆ,ଓକିଲ ପ୍ରଶାନ୍ତ କୁମାର ପାତ୍ର,ଦୀପକ କୁମାର ସରାଫ,ସତ୍ୟନାରାୟଣ ବେହେରା,ୱାର୍ଡ ସଭ୍ୟ ପୀତବାସ ସାହୁ,ପ୍ରମୁଖ ଯୋଗ ଦେଇଥିଲେ।
ଡ଼ଃ.ଦୀପକ ଜେନା ଙ୍କ ରଚନା ଓ ବିଷ୍ଣୁପ୍ରସାଦ ପରିଡା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ଜଗନ୍ନାଥ ପ୍ରସାଦ ଅଞ୍ଚଳର କଳାକାର ମାନେ ନିଖୁଣ ଅଭିନୟ କରୁଛନ୍ତି।ମା ଦଣ୍ଡକାଳୀ ଯାତ୍ରା ୧୮ ଦିନ ଧରି ଚାଲିବ, ମେରୁ ଦିନ ଏହା ର ସମାପ୍ତି ଘଟିବ। ଦଣ୍ଡ ସହଯୋଗୀ ଭାବେ ଲଷ୍ମୀନାରାୟନ ଗନ୍ତାୟତ,ବସନ୍ତ କୁମାର ସେଠି,ରହିଛନ୍ତି।ସୁକାନ୍ତ ସାହୁ ଟହାଲିଆ ରୂପେ କାର୍ଯ୍ୟ କରୁଛନ୍ତି।ମା ସନ୍ତୋସି ଚିତ୍ରାଳୟ,ଭୁବନେଶ୍ୱର ର ଯୁଗୁନୁ ଡ୍ୟାନ୍ସ ଗ୍ରୁପ,ଓ କେନ୍ଦ୍ରାପଡା ସଙ୍ଗୀତ ଆନନ୍ଦ ମ୍ୟୁଜିକ,ସୁନ୍ଦର ଭାବେ ମ୍ୟୁଜିକ ପ୍ରଦାନ କରୁଛନ୍ତି।

Post a Comment