ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଆଜି ସେପ୍ଟେମ୍ୱର 17 ତାରିଖ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ଓଡ଼ିଶା ରେ ସୁଭଦ୍ରା ଯୋଜନର ଶୁଭାରମ୍ଭ ହୋଇଛି।ଓଡ଼ିଶାରେ ନିର୍ବାଚନ ସମୟରେ ମହିଳାଙ୍କୁ 50 ହଜାର ଟଙ୍କାର ସାହାୟତା ରାଶି ଦେବା ସଂକଳ୍ପକୁ ବିଜେପି ସରକାର ଗଠନ ର ତିନି ମାସ ପରେ ରାଜ୍ଯ ଓ କେନ୍ଦ୍ରରେ ବିଜେପି ସରକାର ତାଙ୍କର କହିଥିବା କଥା ରଖିଲେ ।
ହିତାଧିକାରି ଙ୍କ ବ୍ୟାଙ୍କ ଖାତା ରେ ପ୍ରଥମ ବର୍ଷ ପାଇଁ ପ୍ରଥମ ଚରଣ ରେ ପାଞ୍ଚ ହଜାର ଟଙ୍କା ଜମା ହୋଇଛି । ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ସରକାରୀ କାର୍ଯ୍ୟକ୍ରମରେ ଭଂଜନଗର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ , ବିଜେପି ସରକାର କରିଥିବା ପ୍ରତିଶୃତି ସବୁ ପୂରଣ ହେବ ବୋଲି କହିଥିଲେ ।
ଏହି ଅବସର ରେ ଜଗନ୍ନାଥ ପ୍ରସାଦ ଭରାପ୍ରାପ୍ତ ବିଡ଼ିଓ ମନ୍ମଥ କୁମାର ନାୟକ,ତହସିଲଦାର ଅଶୋକ କୁମାର୍ ମୁଦୁଲି,ସିଡ଼ିପିଓ ଭି. ମଣିମାଳା, ବିଇଓ ଶ୍ରୀମତୀ କଲ୍ୟାଣୀ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ, ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ଯୋଗ ଦେଇଥିଲେ। ଏହି ଅବସରରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ସମ୍ବର୍ଦ୍ଧିତ କରିଥଲେ। ମିଶନ ଶକ୍ତି ବ୍ଲକ୍ ସଂଯୋଜିକା ଶ୍ରୀମତି ସୀତା ବରାଳ ଧନ୍ୟବାଦ ଦେଇଥିଲେ। ଏହି ଅବସର ରେ ବ୍ଲକ୍, ସି ଡି ପି ଓ, ମିଶନ ଶକ୍ତି ର କର୍ମଚାରୀ, ବହୁ ସୁଭଦ୍ରା ହିତାଧିକାରି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Post a Comment