BREAKING
Loading...
:

ଆପ୍ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ



ବ୍ରହ୍ମପୁର(ନୀଳଚକ୍ର  Live)  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 155 ତମ ଏବଂ ଶାନ୍ତିର ଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ 120 ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ପୂର୍ବକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା lକାର୍ଯ୍ୟକ୍ରମରେ ସୁବାଷ ରାଉତ, ଆଦିତ୍ୟ ରଥ, କୈଳାଶ ସେଠୀ, ନିଭାସ୍ମିତା ପ୍ରଧାନ, ପ୍ରଦୀପ ଚୌଧୁରୀ, ଗଣେଶ ପାତ୍ର, ଗୌରାଙ୍ଗ ଦାସ, ସୁଦର୍ଶନ ମଲ୍ଲିକ, ବିଷ୍ଣୁ ରଣା, ଡ଼.ରତିକାନ୍ତ ନାୟକ,ସୁନୀଲ ଆଚାର୍ଯ୍ୟ , ଅଭିମନ୍ୟୁ ଦଳାଇ,ଯୋଗେନ୍ଦ୍ର ବେହେରା,ରମେଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Post a Comment

Previous Post Next Post
Header ADS