ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live)-ପି ଏମ୍ ଶ୍ରୀ ଗୋପୀନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ, କାଦୁଆ ମଙ୍ଗରାଜପୁର ରେ ଦୁଇ ଦିନ ବ୍ୟାପୀ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମ ଦିନ ମଶାଲ ଶୋଭାଯାତ୍ରା କରାଯାଇ କ୍ରୀଡ଼ା ଉତ୍ସବ ର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟ ର ପ୍ରଥମ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋଦାବରୀଶ ମହାପାତ୍ର କ୍ରୀଡ଼ା ଉତ୍ସବ ର ଉଦ୍ଘାଟନ କରିଥିଲେ।
ସମ୍ମାନୀତ ଅତିଥି ରୂପେ ବରିଷ୍ଟ ଓକିଲ ପବିତ୍ର ପ୍ରସାଦ ସାହୁ, ଆଲୁମିନି କମିଟି ସଭାପତି ତଥା ପ୍ରାକ୍ତନ ପ୍ରାଧ୍ୟାପକ ଶିବରାମ ବେହେରା,ଓ ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉଚାଡ଼ିଆଁ, ଲମ୍ବଡିଆଁ, ମ୍ୟୁଜିକ ଚେୟାର, ସଟଫୁଟ, ଡିସକସ ଥ୍ରୋ,ବେଙ୍ଗ ଡିଆଁ, ଚକଲେଟ ରେସ, ୨୦୦ମିଟର, ୧୦୦ମିଟର, ୫୦ମିଟର ଦୌଡ଼, ଧୀର ସାଇକେଲ ଚାଳନା, ଗଣିତ ଦୌଡ଼ ଓ ଇଣ୍ଟର ହାଉସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ,ଅନୁଷ୍ଠିତ ହୋଇ ଥିଲା। ନିକଟ ତମ ୩ଟି ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଦିଲ୍ଲିପ କୁମାର ନାୟକ, ବିଭୂତି ଭୂଷଣ ପ୍ରଧାନ, ଶିବାନନ୍ଦ ନାୟକ ଓ ନିଜ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଦୁଃଶାସନ ରାଉତ ଏବଂ ପି ଇ ଟି ଶିକ୍ଷକ ଦିଲ୍ଲିପ କୁମାର ମହପାତ୍ର ଙ୍କ ତତ୍ତ୍ଵାବଧାନରେ ରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା।
ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ରୁପେ ଜଗନ୍ନାଥ ପ୍ରସାଦ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଶ୍ରୀମତି କଲ୍ୟାଣୀ ପାଢ଼ୀ, ମୁଖ୍ୟ ବକ୍ତା ରୁପେ ଆଲୁମିନି କମିଟି ସଭାପତି ତଥା ପ୍ରାକ୍ତନ ପ୍ରାଧ୍ୟାପକ ଶିବରାମ ବେହେରା,ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟ ର ପୁରାତନ ଛାତ୍ର ବରିଷ୍ଟ ଓକିଲ ନିରାକାର ସାହୁ, କାଦୁଆ ସରପଞ୍ଚ ଶ୍ରୀମତି ରୁନିଲତା ସାହୁ, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି S. ନିଳ।ଞ୍ଚଳ ଚୌଧୁରୀ, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ବର୍ତ୍ତମାନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପ୍ରଦିପ ପ୍ରଜ୍ୟୋଳନ କରାଯିବା ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା।
ବିଦ୍ୟାଳୟ ପି ଏମ୍ ଶ୍ରୀ ପାଇଁ ଯୋଗ୍ୟ ହୋଇ ଥିବା ରୁ ସମସ୍ତେ ଗର୍ବିତ ଏବଂ ଏହାର ଲାଭ ସମସ୍ତ ଛାତ୍ର ଛାତ୍ରୀ ପାଇବେ,ଓ ଉପକୃତ ହେବେ ବୋଲି ଅତିଥି ମାନେ କହିଥିଲେ। କ୍ରୀଡ଼ା ଶାରୀରିକ, ମାନସିକ,ସୁସ୍ଥତା ପ୍ରଦାନ କରିଥାଏ,ଏକ ସୁନେଲି ଭବିଷ୍ୟତ ଗଠନ ପାଇଁ ଓ ଦେଶ କୁ ଗଢ଼ିବା ପାଇଁ ଓ ଛାତ୍ର ଛାତ୍ରୀ ମାନଙ୍କ ମାନସିକ, ଶାରୀରିକ ସୁସ୍ଥତା ଅପରିହାର୍ଯ୍ୟ ବୋଲି ଅତିଥି ମାନେ କହିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ। ପିଏମ୍ ଶ୍ରୀ ଗୋପୀନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ, କାଦୁଆ ମଙ୍ଗରାଜପୁର ରେ ଦୁଇ ଦିନ ବ୍ୟାପୀ ବାର୍ଷିକ କ୍ରୀଡ଼ା ଉତ୍ସବ ରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସାଗରିକା ପ୍ରଧାନ , ନିରୁପମା ସାହୁ, କୁସୁମ କୁମାରୀ ବେହେରା, ରଶ୍ମିତା କୁମାରୀ ସାହୁ, ଗଙ୍ଗା ରାଣୀ ସାହୁ,ସଂତୋଷିନି ନାୟକ,ଓ ଶିକ୍ଷକ କୈଳାଶ ଚନ୍ଦ୍ର ସୁବୁଦ୍ଧି, ଆଶିଷ କୁମାର ପ୍ରଧାନ, ଜିତେନ୍ଦ୍ର ପ୍ରସାଦ ବେହେରା, ରତ୍ନାକର ଦାସ, ଦୁଃଶାସନ ରାଉତ, ସୁଶାନ୍ତ କୁମାର ନାଇକ, ଆଦିକନ୍ଦ ନାୟକ, ସନ୍ତୋଷ କୁମାର ଷଡଙ୍ଗୀ, ରାଜେଶ କୁମାର ସାହୁ, ଦିଲ୍ଲିପ କୁମାର ମହାପାତ୍ର,ଓ କର୍ମଚାରୀ ଯୋଗେନ୍ଦ୍ର ବେହେରା ସହଯୋଗ ଉତ୍ସବ ଟି ଆନନ୍ଦ ଦାୟକ ଓ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା।

Post a Comment