ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଜଗନ୍ନାଥ ପ୍ରସାଦ ଅଂଚଳର ଗର୍ବ ଓ ଗୌରବ ସହିଦ ପ୍ରତାପ ସାଥୁଆ । ଦେଶ ମାତୃକା ପାଇଁ ଜୀବନ ଦେଇ ଥିବା ରୁ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ତାଙ୍କ ପରିବାର ଙ୍କୁ ମରୋନାଉତ୍ତର ସଂମାନ ପ୍ରଦାନ କରିଛନ୍ତି।75 ତମ ସ୍ବାଧିନତା ଦିବସ ପାଳନ ଅବସର ରେ ସହିଦ ଙ୍କୁ ସଂମାନ ସୂଚକ ଫଳକ ମିଳିଛି।
ବ୍ରହ୍ମପୁର NCC 2Nd Battalionର ନାୟବ ସୁବେଦାର ନାମଗିଲ ଦୋର୍ଯ୍ୟୟ,ହାବିଲଦାର ରାଜମଦାସ ସିଂ,ମୁକେଶ ସିଂ,ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ପ୍ରଦାନ କରିଥିବା ସଂମାନ ଫଳକ କୁ ଆଣି ଜଗନ୍ନାଥ ପ୍ରସାଦ ର କାରଗିଲ ସ୍ମାରକୀ ଗୋଷ୍ଠି କେନ୍ଦ୍ର ଠାରେ ସହିଦ ପ୍ରତାପ ସାଥୁଆ ଙ୍କ ସାନ ଭାଇ ବିରେନ ସାଥୁଆ ଙ୍କୁ ପ୍ରଦାନ କରିଥିଲେ।ଏହି ଅବସରରେ NCC 2Nd Battalion ତରଫରୁ ପୁଷ୍ପଗୁଛ ଦେଇ ସଂମାନିତ କରାଯିବା ସହ,
ଜିରାବାଡ଼ି ସରପଞ୍ଚ ସରୋଜ କୁମାର ନାୟକ ମଧ୍ୟ ସଂମାନିତ ଅତିଥି ରୂପେ ଯୋଗ ଦେଉ ସହିଦ ପ୍ରତାପ ସାଥୁଆ ଙ୍କୁ ପୁଷ୍ପଗୁଛ ଦେଇ ସଂମାନିତ କରିଥିଲେ। ଜଗନ୍ନାଥ ପ୍ରସାଦ ବ୍ଲକ ପୂର୍ବତନ ସେନାଧିକାରୀ ସଙ୍ଘ ର ସଭାପତି ସୁବେଦାର କୃଷ୍ଣଚନ୍ଦ୍ର ପରିଛା, ବାଙ୍କ ବିହାରି ସାଥୁଆ,ଚନ୍ଦ୍ରଶେଖେର ବେହେରା,ବିଜୟ ବେହେରା,ପ୍ରମୁଖ ଏହି ଅବସର ରେ ଉପସ୍ଥିତ ଥିଲେ। ବୁଗୁଡା ପିପୁଲସ କଲେଜ ର NCC ଛାତ୍ର ଆଦିତ୍ୟ କୁମାର ମହାପାତ୍ର, ସୁନୀଲ କୁମାର ସେଠୀ, ଓଁ ପ୍ରସାଦ ଜେନା,ବିଶ୍ୱଜିତ ଖଟେଇ,ପ୍ରଦୀପ ନାୟକ, ନିତ୍ୟାନନ୍ଦ ନାୟକ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।
ସହିଦ ପ୍ରତାପ ସାଥୁଆ ସ୍ଥଳସେନା ରେ ଡ୍ରାଇଭର ରୂପେ କାର୍ଯ୍ୟରତ ଥିବା ବେଳେ ଗାଡି ନେଇ ଯାଉଥିବା ବେଳେ ଜାମୁ କାଶ୍ମୀର ର କୁଲଗାଓଁ ରେ ବମ୍ ବିସ୍ଫୋରଣ ରେ ଅକ୍ଟୋବର 6 ତାରିଖ 2001 ରେ ସହିଦ ହୋଇ ଥିଲେ। ଜିରାବାଡ଼ି ର ସ୍ୱର୍ଗତ ବୃନ୍ଦାବନ ସାଥୁଆ ଙ୍କ ମଧ୍ୟମ ପୁତ୍ର ହେଉଛନ୍ତି ସହିଦ ପ୍ରତାପ ସାଥୁଆ ।ଦେଶ ମାତୃକା ପାଇଁ କାର୍ଯ୍ୟ କରି ସହିଦ ହୋଇ ଥିବା ରୁ ଆଜି ଭି ଝୁରୁଛି ସହିଦ ପ୍ରତାପ ସାଥୁଆ ଙ୍କୁ।

ନିରାକାର ସାହୁ///ଜଗନ୍ନାଥ ପ୍ରସାଦ
إرسال تعليق