ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଜଗନ୍ନାଥ ପ୍ରସାଦ ବ୍ଲକ ର ପୁର୍ବତନ ଉପାଧ୍ୟକ୍ଷ , ବର୍ତ୍ତମାନ ବ୍ଲକ ଅଧକ୍ଷା ଙ୍କ ସ୍ଵାମୀ ,ଭଞ୍ଜନଗର କୋର୍ଟ ର ଓକିଲ ତଥା ବିଜେଡି ର ଯୁବ ନେତା ହିମାଂଶୁ ଶେଖର ବାରିକ(ପାକୁ ଭାଇ)ମୃତ୍ୟୁ ଘଟିଛି। ଆଜି ଜଗନ୍ନାଥ ପ୍ରସାଦ ର ଆଞ୍ଚଳିକ ମହାବିଦ୍ୟାଳୟ ରେ ହେବାକୁ ଥିବା ବିଜେଡି ର ପୁର୍ବତନ ସଭାପତି ସ୍ବର୍ଗତ ମୋହନ ପ୍ରଧାନ ଙ୍କ ସ୍ମୃତି ସମାରୋହ ଉତ୍ସବ ପାଇଁ ରାତିରେ ପ୍ରସ୍ତୁତି କରି ଗ୍ରାମ କୁ ଫେରିବା ବେଳେ ଗଣ୍ଡାଧର ରେ ଦଣ୍ଡ ଭୋଜି ଖାଇଥିଲେ।ରାତ୍ରି ରେ ବାନ୍ତି ହୋଇ ଅଣନିଶ୍ୱାସୀ ଲାଗିବାରୁ ତାଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲ ନିଆ ଯାଇ ଥିଲା। ଚିକିତ୍ସା ଚାଲିଥିବା ସମୟ ରେ ତାଙ୍କ ମୃତ୍ୟୁ ଘଟିଥିଲା।ସବ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମ ବରଗାଁ ଅଣା
ଯାଇଥିଲା।ଶୋକକୁଳ ପରିବେଶ ରେ ପାକୁ ଭାଇ ଅମର ରହେ ବୋଲି କହୁଥିଲେ।ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶବ ସତ୍କାର ସମୟ ରେ ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଯାଇଥିଲା।ଶୋକକୁଳ ପରିବେଶ ରେ ପାକୁ ଭାଇ ଅମର ରହେ ବୋଲି କହୁଥିଲେ।ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶବ ସତ୍କାର ସମୟ ରେ ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।
إرسال تعليق