الصفحة الرئيسيةଓଡ଼ିଶା ଖବର 5t ସଚିବ ଙ୍କୁ ଭେଟିଲେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ Chief Editor By Nirakar Sahu يونيو 10, 2022 0 ଜଗନ୍ନାଥପ୍ରସାଦ ପଞ୍ଚାୟତ ସମିତି ର ବିକାଶ ଧାରାକୁ ଆଗେଇନେବା ପାଇଁ ନବୀନ ନିବାସ ଠାରେ ୫ଟି ସଚିବ ପାଣ୍ଡିଆନ ମହୋଦୟଙ୍କ ସହ ଆଲୋଚନା କରିଛନ୍ତି ଜଗନ୍ନାଥପ୍ରସାଦ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପାତ୍ର ।
إرسال تعليق