ପୁରୁଷୋତ୍ତମପୁର (ନିଳଚକ୍ର Live)-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ପରିଦର୍ଶନ କରିଲେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାଙ୍କୁଡ, ୬ ନଂ କାଉନସିଲରଙ୍କ ପ୍ରତିନିଧି ଭାଗିରଥି ବେହେରା ପ୍ରମୁଖ ଅଚାନକ ଏମସିସି ସେଣ୍ଟରକୁ ପହଁଞ୍ଚି ପରିମଳ ବିଭାଗ ଏକ୍ସପଟ ର ବିଭାଗୀୟ କର୍ମଚାରୀ ସତୀଶ କୁମାର ପାଣିଗ୍ରାହୀ ଏହି ପ୍ଲାଣ୍ଟ ବିଷୟରେ ପଚାରି ବୁଝିଥିଲେ |
କେଉଁ, କେଉଁ ଅଳିଆ ଆବର୍ଜନା ସଂଗ୍ରହ କରି କେଉଁପ୍ରକାର ଅଣୁ ଜୈଵସାର ପ୍ରସ୍ତୁତି ହୋଇ ପାରୁଚି ପଚାରି ବୁଝିଥିଲେ l ଏକ୍ସପଟ କହିଥିଲେ କି ଏନଏସିର ସଫେଇ କର୍ମଚାରୀ ମାନେ ସକାଳ ଓ ସନ୍ଧ୍ୟା ସମୟରେ ବେଟିରି ଡାଲା ଅଟୋ ସାହାଯ୍ୟରେ ପ୍ରତେକ ସାହି ଘରକୁ ଘର ଯାଇ ଶୁଖିଲା ସାମଗ୍ରୀ ଅଲଗା ଓ ଓଦା ଅଳିଆ ସାମଗ୍ରୀକୁ ଅଲଗା କରି ସଂଗ୍ରହ କରି ଅଣୁ ଜୈବସାର ପ୍ରକ୍ରିୟାକରଣ କେନନ୍ଦ୍ରକୁ ଅଣାଯିବା ପରେ ସେଠୁ ସମସ୍ତ ଅଳିଲା ସାମଗ୍ରୀ କୁ ଅଲଗା ଅଲଗା କରି ମସିନ୍ ରେ ପକାଇ ପ୍ରଥମେ ଚୋଟ ଛୋଟ ଖଣ୍ଡ କରି ତାହାକୁ 14'ଗୋଟି ପ୍ରସ୍ତୁତ କୁଣ୍ଡ ମଧ୍ୟରେ ପକାଇ 40 ଦିନ ରଖିବା ପରେ ପୁଣି ବାହାର କରି ସୂର୍ଯ୍ୟକିରଣରେ କିଛି ଦିନ ଶୁଖାଇ ପରେ ଅନ୍ୟ ଏକ ମସିନ ପକାଇ ଶୁଖିଲା ଯୌବ ସାର( ଖତ )ପ୍ରସ୍ତୁତି ହୋଇଥାଏ l
ଏହା ପରେ ବିଭିନ୍ନ କିସମର ଚାଷ ଜମିପାଇଁ ଉପଯୋଗୀ ହୋଇଥାଏ l ଏହି ଖତ ପ୍ରସ୍ତୁତି ପରେ ଖତକୁ ମାର୍କେଟରେ ବିକ୍ରି କରିବା ପରେ ସେଥିରୁ ଯାହା ଆଦାୟ ଅର୍ଥ ରୁ କର୍ମଚାରୀ ମାନଙ୍କୁ ଦରମା ଦିଆଯାଥାଏ ବୋଲି ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀ ସୂଚନା ଦେଇଥିଲେ ଳ ତେବେ ଏନେସି ଅଧକ୍ଷା ଙ୍କ ଉପସ୍ଥିତ କାଉନ ସିଲର ମାନେ ଏହିପ୍ଲାଣ୍ଟ କୁ ଦେଖି ବହୁତଖୁସି ହେଉଥିଲେ ସମସ୍ତେ ।

ରିପୋର୍ଟ///ପ୍ରସନ୍ନ କୁମାର ଦାସ
إرسال تعليق