ଭଞ୍ଜନଗର(ନିରାକାର ସାହୁ)ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଭଞ୍ଜନଗର ସହର ର ଜଳସେଚନ ବିଭାଗ ସମ୍ମୁଖ ରେ ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ଭଞ୍ଜନଗର ସହର ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିବା ସେଲ୍ଫି ପଇଣ୍ଟି ମୋ ପ୍ରିୟ ଭଞ୍ଜନଗର ବା (ଆଇ ଲଭ ଭଞ୍ଜନଗର) କୁ ଆଜି ସର୍ବ ସାଧାରଣ ଙ୍କ ପାଇଁ
ଉଦଘାଟନ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ମାନ୍ୟବର ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ । ଗଂଜାମ ଜିଲ୍ଲାରେ ହୋଇଥିବା ସବୁ ସୌନ୍ଦର୍ଯ୍ୟ କରଣ ଠାରୁ ଏହା ଅତ୍ୟନ୍ତ ସୁନ୍ଦର ଏବଂ ଉପେନ୍ଦ୍ର ଭଞ୍ଜ ଙ୍କ ଗାଥା ବହନ କରିବ ଏବଂ ଭଞ୍ଜନଗର ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଲୋକମାନେ ଏଠାରେ ସେଲ୍ଫି ଫୋଟ ଉଠାଇ ନିଜକୁ ଗର୍ବିତ ମନେ କରିବେ ବୋଲି ମାନ୍ୟବର ବାଚସ୍ପତି କହିଛନ୍ତି ।
ଏହି ବିଶେଷ କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ,ଉପାଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ଦାସ ,ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ଗୌରବ କର , ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ନାୟକ,ଭଞ୍ଜନଗର NAC ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପଞ୍ଚାନନ ପାଳ,ନଗର ବିଜେଡି ସଭାପତି ରାଜେେନ୍ଦ୍ର ବିିିଶୋଇ,ସମାଜସେବୀ ଶୂଳପାାଣି ଶତପଥି ,ସୁଧିର ରଞ୍ଜନ ବେହେରା,ଟୁଟୁ ଜେନା, ସଚିତ ପାତ୍ର, ବାଲାଜି ସାହୁ, କୃଷ୍ଣ ବିସୋଇ,ପ୍ରଶାନ୍ତ ରାଓ,ଉପେନ୍ଦ୍ର ପ୍ରଧାନ,ସଂଯୁକ୍ତା ବେହେରା,ସୁରେନ୍ଦ୍ର ରାଉତ,ସୁବଳ ପ୍ରଧାନ, ଓ ଅନ୍ୟ ସମସ୍ତ କାଉନସିଲର,ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

إرسال تعليق