BREAKING
Loading...
:

ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଜଗନ୍ନାଥ ପ୍ରସାଦ ଅଞ୍ଚଳର ପ୍ରଥମ ମହିଳା OAS ଲିପିନା ଦାସ ଙ୍କୁ ସଂମାନିତ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)  ଜଗନ୍ନାଥ ପ୍ରସାଦ ଅଞ୍ଚଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଜଗନ୍ନାଥ ପ୍ରସାଦ ଅଞ୍ଚଳର ପ୍ରଥମ ମହିଳା  OAS ଲିପିନା ଦାସ ଙ୍କୁ ସ୍ୱାଗତ ଓ ଶୁବେଛା ଜଣେଇଛନ୍ତି।

ଟ୍ରଷ୍ଟ ର କର୍ମକର୍ତ୍ତା ମାନେ OAS ଲିପିନା ଦାସ ଙ୍କ ଜଗନ୍ନାଥ ପୁରୁ ଶାସନ ରେ ଥିବା ବାସଭବନରେ ପହଂଞ୍ଚି ଉତରୀୟ, ପୁଷ୍ପଗୁଚ୍ଛ, ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଟ୍ରଷ୍ଟ ର ସଭାପତି ସଞ୍ଜୟ ପ୍ରଧାନ,ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଆଲୋକ ପଟ୍ଟନାୟକ,, ମନୋଜ କୁମାର ସେଠୀ, ନାରାୟଣ ସେଠି, ନାରାୟଣ ପ୍ରଧାନ,ବାବୁଲା ଗୌଡ଼, ସନ୍ତୋଷ ଦଳବେହେରା,ଓ ବିଦେଶୀ ପ୍ରଧାନ ପ୍ରମୁଖ OAS ଲିପିନା ଦାସ ଙ୍କୁ ସମ୍ମାନିତ କରିବା ସହ ସେ ବହୁତ ଆଗକୁ ଯାଇ ଦେଶ ସେବା କରନ୍ତୁ ବୋଲି  କହିଥିଲେ।




Post a Comment

أحدث أقدم
Header ADS