ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ର ମା କରଂଜେଇ କ୍ରିକେଟ କ୍ଲବ ତରଫରୁ ଜଗନ୍ନାଥ ପ୍ରସାଦ ର ମିନି ଷ୍ଟାଡିୟମରେ ଚତୁର୍ଥ ବର୍ଷ କ୍ରିକେଟ ଟୁର୍ଣ୍ଣାମେଂଟ କୁ ଜଗନ୍ନାଥ ପ୍ରସାଦ ବିଡ଼ିଓ ଅନୁପ ପଣ୍ଡା ଉଦଘାଟନ କରିଛନ୍ତି।ଶାନ୍ତି ଶୃଙ୍ଖଳା ସହ ଖେଳିବା ଓ ହାର ଜିତ ତ ରହିଛି, ତାକୁ ନ ଭାବି ଖେଳୱାଡ଼ ମାନଭାବ ନେଇ ଖେଳି ବାକୁ ବକ୍ତବ୍ୟ ରଖିଥିଲେ। ସେହିପରି ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଡିଗ୍ରୀ କଲେଜ ର ଅଧକ୍ଷ ସନାତନ ସାହୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉଛାହିତ କରିବା ସହ ଯୁବ ପିଢି ପାଇଁ ଖେଳ ର ଆବଶ୍ୟକତା ସମ୍ପର୍କରେ କହିଥିଲେ।
ସେହିପରି ଅନ୍ୟତମ ଅତିଥି ରୂପେ ଆଡ଼ଭୋକେଟ ନିରାକାର ସାହୁ ଯୋଗ ଦେଇ ଯୁବ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳ ଦ୍ୱାରା ଭାଇଚାରା ସୃଷ୍ଟି କରିବା ପାଇଁ ନିବେଦନ କରିଥିଲେ ଓ ଏତେ ସୁନ୍ଦର କ୍ରିକେଟ ଖେଳ ର ଆୟୋଜନ କରିଥିବାରୁ mkcc କୁ ସାଧୁବାଦ ଜଣେଇ ଥିଲେ।ଯୁବ ସମାଜସେବୀ ସଂଜୟ କୁମାର ପ୍ରଧାନ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଯୁବକ ମାନେ ନିୟମିତ ଖେଳି ସୁସ୍ଥ ଜୀବନ ଯାପନ କରନ୍ତୁ ବୋଲି କହିଥିଲେ।
ଜାନୁୟାରୀ 27 ତାରିଖ ଠାରୁ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇ 17 ଦିନ ପର୍ଯ୍ୟନ୍ତ ଚାଲୁ ରହିବ।ବିଭିନ୍ନ ଅଂଚଳ ରୁ 16 ଗୋଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିବେ।ଜଗନ୍ନାଥ ପ୍ରସାଦ ର ମା କରଂଜେଇ କ୍ରିକେଟ କ୍ଲବ ,ବାହାଡ଼ାଝୋଲା fighter eleven,,,ମାଣୀତରା,,ଭଞ୍ଜନଗର ବ୍ୟାଗ୍ର ଦେବୀ କ୍ରିକେଟ କ୍ଳବ, ଜିଲୁଣ୍ଡି,, କମାଣ୍ଡ eleven,,IRB Batalian ତନରଡ଼ା,,, ବେତାରସିଂ,,,, ବୁଗୁଡା,,, ବେଲଗୁଣ୍ଠା ପାଢ଼ୀ eleven,, ଜଗନ୍ନାଥ ପ୍ରସାଦ B team,,, ବିଡ଼ିପୁର,,, ଅଢେଇ ଗାଁ,,, ରୋହିବାଙ୍କ,,, ରଂଗଣି ପାଟଣା,, ଯାତ୍ରାସୁଣି,, ର କ୍ରିକେଟ ଦଳ ଅଂଶ ଗ୍ରହଣ କରିବେ।
ଉଦଘାଟନୀ matcha ରେ ମାଣିତରା ସହ ଜଗନ୍ନାଥ ପ୍ରସାଦ B ଟିମ ସହ ମୁକାବିଲା ହୋଇ ଥିଲା,, ମାଣିତରା ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି 15 over ରେ 128 ରନ କରିଥିଲେ,, ଏହାର ମୁକାବିଲା ରେ ଜଗନ୍ନାଥ ପ୍ରସାଦ B ଟିମ 117 ରନ କରି ସମସ୍ତେ out ହୋଇ ଯାଇଥିଲେ,,ମାଣିତରା 11 ରନ ରେ ବିଜୟୀ ହୋଇ ଥିଲା,,।ସାରଥୀ ବେହେରା ଓ ଆଲୋକ ପ୍ରସାଦ ରଥ umpair ରୂପେ ସୁଚାରୁ ରୁପେ କାର୍ଯ୍ୟ ତୁଲେଇ ଥିଲେ।ଜଗନ୍ନାଥ ପ୍ରସାଦ , ମା କରଂଜେଇ କ୍ରିକେଟ କ୍ଲବ ର ସାରଥି ବେହେରା, ଅମିତ ଭୂୟାଁ, ସୁଧୀର ସ୍ବାଇଁ, ବବୁଲ ମହାନ୍ତି,ଓ ତପନ ପ୍ରଧାନ ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଂଟ ର ଆୟୋଜକ ଓ ପରିଚାଳନା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ନୀଳଚକ୍ର live
إرسال تعليق