ଜଗନ୍ନାଥ ପ୍ରସାଦ(ନୀଳଚକ୍ର live) ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ତାମନାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ପ୍ରତିକ୍ଷୀତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି! ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ସୁନୀତା କୁମାରୀ ପରିଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ବିପ୍ର ଚରଣ ସ୍ୱାଇଁ ଉଦଘାଟନ କରିଥିବା ବେଳେ ସମିତି ସଭ୍ୟ ଶ୍ରୀ ଅନୁପ କୁମାର ଭୂୟାଁ ଦୀପ ପ୍ରଜ୍ବଳନ କରିଥିଲେ !
ଜଗନ୍ନାଥପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ ନିଜର ଦୀକ୍ଷାନ୍ତ ଉଦବୋଧନ ଦ୍ୱାରା ସମାରୋହର ଶୋଭା ବର୍ଦ୍ଧନ କରିଥିଲେ! ମୁଖ୍ୟବକ୍ତା ରୂପେ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦଣ୍ଡପାଣି ପ୍ରଧାନ, ଅନନ୍ୟ ବକ୍ତା ଭାବେ ବେଲଗୁଣ୍ଠା ବ୍ଲକ ର ଆଦର୍ଶ ଶିକ୍ଷକ ଶ୍ରୀ ସମୀର କୁମାର ଜେନା, ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ,ସ୍ଥାନୀୟ ସି ଆର ସି ସି ଶ୍ରୀ ଅଖିଳ କୁମାର ସେଠୀ,ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ଆଜ୍ଞାପ୍ରସାଦ ଉ ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ବିଶିଷ୍ଟ ଟିଭି ହାସ୍ୟ ଅଭିନେତା ଶିକ୍ଷକ ଶ୍ରୀ ଅଜିତ କୁମାର ପଣ୍ଡା,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଦେବରାଜ ପ୍ରଧାନ, ଗ୍ରାମ୍ୟ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ରଣା,
ଶ୍ରୀ ଗଣପତି ପୃଷ୍ଟି, ଶ୍ରୀ ସନ୍ତୋଷ କୁମାର ପୃଷ୍ଟି, ଶ୍ରୀ ସନ୍ତୋଷ କୁମାର ପରିଡା, ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ,ଶ୍ରୀ ବଂଶୀଧର ବିଷୋୟୀ,ଶ୍ରୀ ନାରାୟଣ ବିଷୋୟୀ,ଶ୍ରୀମତୀ ଚୁମୁକି ପୃଷ୍ଟି, ଶ୍ରୀମତୀ ଡଲି ପୃଷ୍ଟିଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ନିଶଙ୍କ, କଳ୍ପନା କୁମାରୀ ପଣ୍ଡା, ନିବେଦିତା ସାହୁ, ସ୍ଵାଗତିକା ବଳିୟାରସିଂ, ଶିକ୍ଷକ ଶ୍ରୀ ବିକାଶ ସିଂ,ଆମନ୍ତ୍ରିତ ଅତିଥି ଭାବେ ବହୁ ଗୁଣୀ ବୁଦ୍ଧିଜୀବୀ ଅଭିଭାବକ ଅଭିଭାବିକା, ସାମ୍ବାଦିକ ବନ୍ଧୁ ଓ ବିଦ୍ୟାଳୟର ପୁରାତନ ଶିକ୍ଷକ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ
!ଅତିଥିମାନେ ନିଜ ବକ୍ତବ୍ୟରେ ଗ୍ରାମର ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ଦିଗରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ, ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ! ଶୈକ୍ଷିକ ଓ ସହ ଶୈକ୍ଷିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସମାରୋହ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା! ପରେ ପିଲାମାନଙ୍କ ତରଫରୁ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ ଉପଭୋଗ କରିବା ସହ ସେମାନଙ୍କ ନୃତ୍ୟରେ ଅଵିଭୂତ ହୋଇ ତାଳେ ତାଳେ ଝୁମିଥିଲେ !କାର୍ଯ୍ୟକ୍ରମ ଶେଷରେ ଓଡିଶାର ସୁନାମଧନ୍ୟ ଯାଦୁଗର ଶ୍ରୀ ଏସ ଦୀନବନ୍ଧୁ ପିଲାମାନଙ୍କୁ "ବିଜ୍ଞାନର ଚମତ୍କାରିତା " ଉପରେ ଆକର୍ଷଣୀୟ ମ୍ୟାଜିକ ଶୋ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତମୁଗ୍ଧ କରିଥିଲେ!କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାମଲ,ବରିଷ୍ଠ ଶିକ୍ଷକ ଶ୍ରୀ ଅନ୍ନଦା ତ୍ରିପାଠୀ, ଶିକ୍ଷକ ଶ୍ରୀ ଶୁକଦେବ ବେହେରା, ଶିକ୍ଷକ ଶ୍ରୀ ବିଭୁତି ଭୂଷଣ ନାୟକ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସେଠି ସଂଯୋଜନା କରିଥିଲେ !

إرسال تعليق