BREAKING
Loading...
:

ଶ୍ରୀମନ୍ଦିର ଅଭିମୁଖେ ଶ୍ରୀ ଜୀଉ

 


ପୁରୀ(ନିରାକାର ସାହୁ)ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ଶ୍ରୀ ଜୀଉ ଫେରୁଛନ୍ତି ଶ୍ରୀ ମନ୍ଦିର।ସରିଛି କାଳିଆ ସାଅନ୍ତ ଙ୍କ ଜନ୍ମବେଦୀ ଲୀଳା।ଝୁରିଲାଣି ଶ୍ରୀମନ୍ଦିର ରତ୍ନବେଦି, ଡ଼ାକିଲେଣି ମା ଲଷ୍ମୀ

।ମହାପ୍ରଭୁଙ୍କ ବାହୁଡା ପର୍ବ ଦେଖିବା କୁ ଲକ୍ଷ ଲକ୍ଷ ଭକ୍ତ ବଡଦାଣ୍ଡ ରେ ଭିଡ।ବାଟରେ ମାଉସୀ ମାଙ୍କ ହାତରୁ ପୋଡ ପିଠା ଖାଇବେ।

ଉଭୟ ରଥ, ପଥ, ଭକ୍ତ ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ବ୍ୟାକୁଳ ଭାବେ ଦେଖୁଛି।

Post a Comment

أحدث أقدم
Header ADS