ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)-22-01-2024-ଅଯୋଧ୍ୟା ଧାମ ରେ ପ୍ରଭୂ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଅବସରର ଏକ ପବିତ୍ର ଦିବସ ରେ ଜଗନ୍ନାଥ ପ୍ରସାଦ ର ପାଇକ ସାହି ରେ ଆଗାମୀ ଫେବ୍ରୁଆରୀ 16 ରେ ଆରମ୍ଭ ହେବକୁ ଥିବା 24 ପ୍ରହର ଅଖଣ୍ଡ ନାମଯଜ୍ଞ,ଘୃତଯଜ୍ଞ,ଓ ଅନ୍ନଯଜ୍ଞ,,ପାଇଁ ଆଜି ଶ୍ରୀରାମ ମନ୍ଦିର, ପ୍ରଭୂ ଦଧିବାମନସ୍ୱାମୀ ଓ ମାଆ କନକଦୁର୍ଗା ଙ୍କୁ ପାଇକ ସାହି ଗ୍ରାମ ବାସୀ ଙ୍କ ତରଫରୁ ନିମତ୍ରଣ ପତ୍ର ସମର୍ପଣ କରାଯାଇଛି।
ପାଇକ ସାହି ର ସଭାପତି ନିରାକାର ସାହୁ, କୋଷାଧ୍ୟକ୍ଷ ଯୁଧିଷ୍ଠିର ସେଠୀ, ସଂପାଦକ ବିରୁପାଖ୍ୟ ସେଠୀ, ଓ ରଞ୍ଜନ ନାୟକ, ରାମନାଥ ଶିଖର ଲଡୁକିଶୋର ମାଝୀ, ଶରତ ମହାନ୍ତି,ବସନ୍ତ ସେଠୀ, ରଞ୍ଜନ ସାହୁ, ଦେବରାଜ ମହାନ୍ତି, ସାଇ କଲ୍ୟାଣ,ଟୁଟୁ ବେହେରା, ମୁନା ସେଠୀ, ସୁକାନ୍ତ ମାଝୀ, ସମେତ ପାଇକ ସାହିର ବହୁ ଗ୍ରାମବାସୀ ପାଦରେ ଚାଲି ଚାଲି ସାହିରୁ ଶଙ୍ଖ ଧ୍ୱନି କରି
ପ୍ରଥମେ ବଡଦାଣ୍ଡ ରେ ବିରାଜିତ ପ୍ରଭୂ ଶ୍ରୀ ରାମ ଙ୍କୁ ପୂଜାର୍ଚ୍ଚନା କରି ନିମତ୍ରଣ ପତ୍ର ସମର୍ପଣ କରା ଯାଇଥିଲା, ଏହା ପରେ ବଡଦାଣ୍ଡ ରେ ବିରାଜିତ ପ୍ରଭୂ ଦଧିବମାନ ସ୍ଵାମୀ ଙ୍କୁ ପୂଜାର୍ଚ୍ଚନା କରି ନିମତ୍ରଣ ପତ୍ର ସମର୍ପଣ କରା ଯାଇଥିଲା ଏହା ପରେ ଗ୍ରାମଦେବତି ମା କନକ ଦୁର୍ଗା ଙ୍କୁ ପୂଜାର୍ଚ୍ଚନା କରି ନିମତ୍ରଣ ସମର୍ପଣ କରାଯାଇଥିଲା।ଏହି ନିମତ୍ରଣ ପତ୍ର ସମର୍ପଣ କାର୍ଯ୍ୟକ୍ରମ ରେ ପାଇକ ସାହି ର ବହୁ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ।

إرسال تعليق