BREAKING
Loading...
:

ଲଷ୍ମୀପୁର ମହାବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା


ଲଷ୍ମୀପୁର(ନୀଳଚକ୍ର Live)ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାରେ ଲଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଆଜି ହସ୍ତାକ୍ଷର ଲିଖନ, ଓଡ଼ିଆ ସ୍ଲୋଗାନ ଲିଖନ ଓ ଓଡ଼ିଆ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।






Post a Comment

أحدث أقدم
Header ADS