ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଆମ ଓଡିଶା ନବୀନ ଓଡ଼ିଶା ଅଧୀନରେ ନିଆଯାଉଥିବା ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଆରମ୍ଭ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ କୁଡୁତାଇ ଗ୍ରାମପଂଚାୟତ ହରିଡ଼ା ପଦର ରୋଡ଼ ଠାରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର,କୁଡୁତାଇ ଗ୍ରାମପଂଚାୟତ ଭାରପ୍ରାପ୍ତ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଗୌଡ଼,ସମିତି ସଭ୍ୟା ଶ୍ରୀମତୀ ଭାରତୀ ଦୋସନ୍ଧି,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବରୁଣ ବେହେରା,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଭାତ ଚନ୍ଦ୍ର ଦଳବେହେରା,୨୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ଶିବ ସେଠୀ,ପ୍ରଦୀପ କୁମାର ସେଠୀ,
ଭଞ୍ଜନଗର ଏନ୍ଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଗ୍ରାମପଞ୍ଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଆରୁଖ,ଜି.ଆର.ଏସ୍ ସଲିଳ କୁମାର ସାହୁ,ଜି.ଆର.ଏସ୍ ମାନସ କୁମାର ରଥ,ବିଡ଼ିପୁର ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,ଝାଡ଼ାଭୂମି ସମିତି ସଭ୍ୟ ଅନୁପମ ଭୂୟାଁ,ଅଳସୁ ସରପଞ୍ଚ ଭ୍ରମର ବର ନାଇକ, ସମିତି ସଭ୍ୟ ମନୋଜ କୁମାର ସେଠୀ, ରବୀନ୍ଦ୍ର ଦୋସନ୍ଧି, କାଦୁଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ,ପ୍ରଫୁଲ ଚନ୍ଦ୍ର ନାୟକ,ସୁର୍ଦଶନ ପ୍ରଧାନ,ବୁଲୁ ସ୍ୱାଇଁ,ରାମ ଚନ୍ଦ୍ର ସାମନ୍ତ ସିଂହାର,ବସନ୍ତ କୁମାର ନାୟକ,
ରମେଶ ଚନ୍ଦ୍ର ନାୟକ ଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଜନସାଧାରଣ କିଭଳି ସୁବିଧା ପାଉଛନ୍ତି ସେ ବିଷୟରେ ବିଭିନ୍ନ ଷ୍ଟଲ କରି ଜନସାଧାରଣ ଙ୍କୁ ସଚେତନତା କରିବା ସହ କୁଡୁତାଇ ଗ୍ରାମପଞ୍ଚାୟତ ହୋଇଥିବା ବିଭିନ୍ନ ବିକାଶର ଏକ ପୁସ୍ତିକାକୁ ଉନ୍ମୋଚନ କରିବା ସହ ଜନସାଧାରଣ ଙ୍କୁ ବିତରଣ କରାଯାଇଥିଲା।

إرسال تعليق