ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live ) ତା ୦୮-୦୧-୨୦୨୬ ରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ 'ଆତ୍ମନିର୍ଭର ଭାରତ ' ଆନୁକୂଲ୍ୟରେ ସ୍ୱେଦେଶୀ ଅଭିଯାନମେଳା ଓ ଭାରତୀୟ ଲୋକନୃତ୍ୟ ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ଯକ୍ଷ ଡ.ପ୍ରମୋଦ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ଅଧ୍ଯକ୍ଷ ଶ୍ରୀଯୁକ୍ତ ନୃସିଂହଚରଣ ପ୍ରଧାନ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ୍ କରିଥିଲେ l
ପରେ ପରେ ଅଧ୍ଯାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ବନ୍ଦେମାତରମ୍ ସଂଗୀତ ଗାନ କରିଥିଲେ l ଆଇ.କ୍ଯୁ,ଏ,ସି ସଂଯୋଜକ ଅଧ୍ଯାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥି ପରିଚୟ ପ୍ରଦାନ ସହ କର୍ମଶାଳାର ଉଦ୍ଧେଶ୍ଯ ସଂପର୍କରେ ଆଲୋକପାତ କରିଥିଲେ l ସାଧନବ୍ୟକ୍ତି ଭାବେ ଅବସରପ୍ରାପ୍ତ ପ୍ରାଧ୍ଯାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି l
ସଂଗୀତ, ନୃତ୍ଯର ବିଭିନ୍ନ ଦିଗ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ଅବଗତ କରିଥିଲେ l ସାଧନ ବ୍ୟକ୍ତି 'ଭାରତଲୀଳା' ନାଟ୍ୟଗୁରୁ ଶ୍ରୀଯୁକ୍ତ ପିତାମ୍ବର ଡାକୁଆ ଅଭିନୟ ମାଧ୍ଯମରେ 'ଭାରତଲୀଳା' ପ୍ରସଙ୍ଗ ପରିବେଷଣ କରିଥିଲେ l ଅନ୍ଯତମ ସାଧନବ୍ଯକ୍ତି 'ସଖିନୃତ୍ଯ' ଗୁରୁ ଶ୍ରୀଯୁକ୍ତ ରଘୁନାଥ ପାଣି'ସଖିନୃତ୍ୟ' ର ପରମ୍ପରା ସଂପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ l
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ସହ ସତ୍ଯ ସାଇ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପାରମ୍ପରିକ ବସ୍ତ୍ର ପ୍ରଦର୍ଶନ ହୋଇଥିଲା l ଉକ୍ତ ପ୍ରଦର୍ଶନକୁ ପ୍ରାକ୍ତନ ଅଧ୍ଯକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ଯକ୍ରମରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲl l ସାଂସ୍କୁତିକ କାର୍ଯ୍ଯକ୍ରମରେ ଭାଗନେଇଥିବା ପ୍ରତିଯୋଗୀଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ଯକ୍ରମକୁ ରାଜନୀ ତିବିଜ୍ଞାନ ଅଧ୍ଯାପକ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀକାନ୍ତ ପାତ୍ର ଇଂରାଜୀ ଅଧ୍ଯାପିକା ଶ୍ରୀମତୀ ସୁଚରିତା କର, ଓଡିଆ ଅଧ୍ଯାପକ ପଞ୍ଚାନନ ପୋଲାଇ, ଗ୍ରନ୍ଥା ଗାରିକ ରଘୁନାଥ ପାଣି, ଡି଼.ଇ.ଓ ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଛାତ୍ରଛାତ୍ରୀ ମଧ୍ଯରେ ଶୋଭନ ସାହୁ, ସାଇରାମ ପ୍ରଧାନ, ଗୌତମ ବେହେରା, ସାଗର ନାଇକ,ତୁଳସୀ ପ୍ରଧାନ ଆଦି ସହଯୋଗ କରିଥିଲେ l ପରିଶେଷରେ ଅଧ୍ଯାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଧନ୍ଯବାଦ ଅର୍ପଣ କରିବା ପରେ ସଭାସଙ୍ଗ କରାଯାଇଥିଲା l

إرسال تعليق