BREAKING
Loading...
:

ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ବିଦେଶୀ ପ୍ରଧାନ(ସିଲୁ) ଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ର ହାତ ବଢ଼ାନ୍ତୁ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳ ର ଆଗ ଧାଡ଼ିର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବୁଲ  ଟ୍ରଷ୍ଟ ।ଟ୍ରଷ୍ଟ ର ସଦସ୍ୟ ମାନେ ଗରିବ ନିରୀହ ଲୋକ ଙ୍କୁ ସେବା ଯୋଗାଇ ଦେଇ ଆସୁଛନ୍ତି, ରକ୍ତ ଦାନ ଶିବିର ,ମାଗଣା ଚକ୍ଷୁ ଶିବିର ମଧ୍ୟ କରୁଛନ୍ତି, ମେଡ଼ିକାଲ ରେ ରୋଗୀ ର ରକ୍ତ ଆବଶ୍ୟକ ରେ ନିଜେ ରକ୍ତଦାନ ମଧ୍ୟ କରୁଛନ୍ତି।


ସେହି ଟ୍ରଷ୍ଟ ର ଜଣେ ସଦସ୍ୟ ବିଦେଶୀ ପ୍ରଧାନ (ସିଲୁ) ଯିଏ  ସେବା କରି ଆସୁଛନ୍ତି ,ସିଏ ଏବେ ନିମୋନିଆ ରୋଗ ରେ ପୀଡ଼ିତ ହୋଇ ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି,ତାଙ୍କ ର ଚିକିତ୍ସା ପାଈଁ ଆହୁରୀ 7 ଲକ୍ଷ ଟଙ୍କା ର ଆବଶ୍ୟକ  ବୋଲି ଡାକ୍ତର କହୁଛନ୍ତି, ତାଙ୍କ ପାଖରେ ଯାହା ଅର୍ଥ ଥିଲା ତାହା ସରି ଗଲାଣି, ପ୍ରତିଦିନ 30 ହଜାର ଟଙ୍କା ର ଆବଶ୍ୟକ ହେଉଛି,।ଜଣେ ସମାଜସେବୀ ର ଜିବନ ବଞ୍ଚେଇବା ପାଇଁ ବଦାନ୍ୟ ବ୍ୟକ୍ତିମାନେ ହାତ ବଢ଼ାନ୍ତୁ ବୋଲି ଟ୍ରଷ୍ଟ ର ସଭାପତି ସଂଜୟ କୁମାର ପ୍ରଧାନ ନିବେଦନ କରିଛନ୍ତି।

A/c  ନମ୍ବର 33308836918

IFc code no-SBI ZERO ZERO 12113

Phone pay no-7606962245




Post a Comment

أحدث أقدم
Header ADS