BREAKING
Loading...
:

ଭଞ୍ଜନଗର କଳିଙ୍ଗ ନଗର , ମାଷ୍ଟର କଲୋନୀ ରେ ଶ୍ରୀମଦ ଭାଗବତ ପୁରାଣ ପ୍ରବଚନ

 


ଭଞ୍ଜନଗର(ନୀଳଚକ୍ର Live)ଭଞ୍ଜନଗର କଳିଙ୍ଗ ନଗର , ମାଷ୍ଟର କଲୋନୀ  ୱାର୍ଡ ନମ୍ବର ୧   ରେ  ତିନି ଦିନ ବ୍ୟାପୀ ଶ୍ରୀମଦ ଭାଗବତ  ପୁରାଣ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।କୁରାଳ ର  ପ୍ରବକ୍ତା ଶ୍ରୀମଦ ଦଧିବାବନ  ଦାସଜି ମହାରାଜ  ପ୍ରବଚନ ଦେଉଛନ୍ତି ।

ଏହା ତା 14.6.23 ଠାରୁ  16.6.23.ପର୍ଯ୍ୟନ୍ତ ଚାଲିବ।ଉକ୍ତ ସାହିର ସମସ୍ତ ବାସିନ୍ଦା ମୁଖ୍ୟତଃ ଶିକ୍ଷକ ବନ୍ଧୁ ଏକାଠି ହୋଇ ଏହି ପ୍ରବଚନ କାର୍ଯ୍ୟକ୍ରମ ଏହି ବର୍ଷ ପ୍ରଥମ କରି ଆରମ୍ଭ କରି ଛନ୍ତି ।ପ୍ରତି ବର୍ଷ ଏହି ପ୍ରବଚନ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇ ଥିବା କଥା ପରିଚାଳନା ମଣ୍ଡଳୀ ପ୍ରକାଶ କରି ଛନ୍ତି ।

Post a Comment

أحدث أقدم
Header ADS