BREAKING
Loading...
:

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ର -୨୦୨୩

 


ପୁରୀ(ନୀଳଚକ୍ର live) ଶ୍ରୀ କ୍ଷେତ୍ର ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ମହା ସମାରୋହରେ ହର୍ଷ ଉଲ୍ଲାସ ରେ ଆରମ୍ଭ ହେଉଛି। ଜଗତର ନାଥ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର, ମା ସୁଭଦ୍ରା ,ସୁଦର୍ଶନ ମହାରାଜା ନବ ଦିନ ବ୍ୟାପି ଯାତ୍ରା ରେ ବାହାରି ଛନ୍ତି।ପ୍ରବଳ ଗୁଳି ଗୁଳି ଅସହ୍ୟ ଗରମ ହେଉଥିଲେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।























Post a Comment

أحدث أقدم
Header ADS