ଭଞ୍ଜନଗର(ନୀଳଚକ୍ର Live) ଚଳିତ ବର୍ଷ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ନିର୍ବାଚନ ରେ ସର୍ବାଧିକ ଭୋଟ ପାଇଲେ ବ୍ରହ୍ମପୁର ର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା।ପ୍ରତି 5 ବର୍ଷ କୁ ଏହି ନିର୍ବାଚନ ହୁଏ କିନ୍ତୁ 10 ବର୍ଷ ପରେ ଏଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସାରା ଓଡ଼ିଶାରେ ଏହି ନିର୍ବାଚନ ରେ 25 ଟି ପଦ ପାଇଁ 96 ଜଣ ଓକିଲ ପ୍ରତିଦ୍ବନ୍ଦିତା କରିଥିଲେ।।ଏହି ନିର୍ବାଚନ ରେ ପ୍ରଥମ ପସନ୍ଦ ର ସର୍ବାଧିକ ଭୋଟ ପାଇଥିଲେ ଆଇନଜୀବୀ ପୀତବାସ ପଣ୍ଡା,, ଯାହାକି ଗଞ୍ଜାମ ଜିଲ୍ଲା ପାଈଁ ରେକର୍ଡ।
ସାରା ରାଜ୍ୟ ରୁ 27,289 ଜଣ ଓକିଲ ଭୋଟ ପ୍ରଦାନ କରିଥିଲେ, ତନ୍ମଧ୍ୟରୁ ଆଇନଜୀବୀ ପୀତବାସ ପଣ୍ଡା, 1033 ଭୋଟ ପାଇ ଏକ ନମ୍ବର ସ୍ଥାନ ରହି ବିଜୟୀ ହୋଇଛନ୍ତି।ଏହା ଏକ ଇତିହାସ,।ପୂର୍ବରୁ କେହି ଏତେ ଭୋଟ ପାଇ ଗଂଜାମ ରୁ ଏକ ନମ୍ବର ରେ ନଥିଲେ।
ତେଣୁ ଶ୍ରୀ ପଣ୍ଡା ଙ୍କୁ ଭଞ୍ଜନଗର ଓକିଲ ସଂଘ ତରଫରୁ ଭଞ୍ଜନଗର କୋର୍ଟ ପରିସରର Golden jubilee library hall ରେ ସମ୍ବର୍ଦ୍ଧନା କରା ଯାଇଥିଲା।ଓକିଲ ସଂଘ ସଭାପତି ବରିଷ୍ଠ ଓକିଲ ଅଭିମନ୍ୟୁ ଗୌଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ତାଙ୍କୁ ଓକିଲ ସଂଘ ତରଫରୁ ସଭାପତି ଶ୍ରୀ ଗୌଡ଼ ଉତରୀୟ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଭଞ୍ଜନଗର ଓକିଲ ସଂଘ ସଦସ୍ୟ ମାନେ ସର୍ବାଧିକ ଭୋଟ ଦେଇ ଥିବାରୁ ଓକିଲ ଶ୍ରୀ ପଣ୍ଡା ଧନ୍ୟବାଦ ଦେଇଥିଲେ।ଓକିଲ ମାନଙ୍କ ସବୁ ସୁବିଧା ଅସୁବିଧା ରେ ଠିଆ ହେବେ ଓ ଓକିଲ ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଏହି ପରିପେକ୍ଷିରେ ଭଞ୍ଜନଗର ଓକିଲ ସଂଘ ର ଉପସଭାପତି ରଜତ ଦାସ,ସମ୍ପାଦକ ହରେକୃଷ୍ଣ ମହାପାତ୍ର ,ସହ ସମ୍ପାଦକ ଚନ୍ଦ୍ର ମଣୀ ମହାପାତ୍ର,ବରିଷ୍ଠ ଓକିଲ ଏମ୍. ତାଜ ଆଦେନି,ଦଣ୍ଡପାଣି ସ୍ୱାଇଁ,ଲକ୍ଷ୍ମୀକାନ୍ତ ମହାପାତ୍ର, ବୈଦ୍ୟନାଥ ସାହୁ,ଵିନୟ ରଥ, ରବି ଦାସ, ଅଳକା ମଞ୍ଜରୀ ପଟ୍ଟନାୟକ, ଲଡୁ କିଶୋର ଆଲଟିଆ, ସଂନ୍ତୋଷ କୁମାର ନାୟକ,ପ୍ରଦ୍ୟୁମ୍ନ କୁମାର ନାୟକ,ବସନ୍ତ ଦାସ, ନିରାକାର ସାହୁ,ଛବି ଲାଲ ପୃଷ୍ଟି,ଖରାଂଶୁ ଦାସ,ବିଷ୍ଣୁ ପ୍ରଧାନ, ଅଭାଗିନୀ ବିଶୋଇ, ସ୍ନିଗ୍ଧ। ଦାସ,,ବିମ୍ବାଧର ସଢଙ୍ଗୀ,ସମେତ ବହୁ ଓକିଲ ଯୋଗ ଦେଇଥିଲେ।

إرسال تعليق