ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନିର୍ଦେଶ କ୍ରମେ ଜଗନ୍ନାଥପ୍ରସାଦ ବ୍ଲକର ସମସ୍ତ ଶିକ୍ଷକ ସଂଗଠନ ମିଳିତ ଭାବରେ ଆଜି ତିନି ଦଫାଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି !
ଏୟୁପି ଟିଏଫ ର ସଭାପତି ଶ୍ରୀ ପତିତପାବନ ନାୟକ, ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ତ୍ରିପାଠୀଙ୍କ ଆହ୍ୱାନକ୍ରମେ ସମସ୍ତ ଶିକ୍ଷକ ସଂଗଠନର କର୍ମକର୍ତ୍ତାଙ୍କ ସହ ଶ୍ରୀ ଉମାଶଙ୍କର ସ୍ୱାଇଁ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ, ଶ୍ରୀ ମାଧବାନନ୍ଦ ସ୍ୱାଇଁ, ଶ୍ରୀ ତାନସେନ ସ୍ୱାଇଁ, ଶ୍ରୀ ବସନ୍ତ କୁମାର ମିଶ୍ର, ଶ୍ରୀ ବସନ୍ତ କୁମାର ସାହୁ, ଶ୍ରୀ ବୁଲୁ ବେହେରା, ଶ୍ରୀ ଜଗନ୍ନାଥ ନାୟକ, ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଶ୍ରୀ ସରୋଜ କୁମାର ବେହେରା, ଶ୍ରୀ ରବି ନାରାୟଣ ପଣ୍ଡା, ଶ୍ରୀ ଦିଲ୍ଲୀପ କୁମାର ଓଦଣ୍ଡରା, ଶ୍ରୀମତୀ ଅର୍ଚନା ମିଶ୍ର, ଶ୍ରୀ ଶ୍ରୀନିବାସ ପ୍ରଧାନଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀଙ୍କୁ ସ୍ମାରକପତ୍ର ଦେଇଛନ୍ତି ! ଆଗାମୀ ପନ୍ଦର ତାରିଖ ସୁଦ୍ଧା ଦାବୀ ହାସଲ ନ ହେଲେ ଆସନ୍ତା ଷୋହଳ ତାରିଖ ଠାରୁ ଶିକ୍ଷକମାନେ ସମୂହ ଛୁଟିରେ ରହି ଧାରଣାରେ ବସିବା ପାଇଁ ସ୍ଥିର କରିଛନ୍ତି !

إرسال تعليق