BREAKING
Loading...
:

ଘୁମୁସର ପୁରୋହିତ ସମିତି ତରଫରୁ ଉପଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା


ଭଞ୍ଜନଗର(ନୀଳଚକ୍ର Live)ଘୁମୁସର ପୁରୋହିତ ସମିତି ତରଫରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଆଜିର ଏହି ଭବ୍ୟ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଘୁମୁସର ପୁରୋହିତ ସମିତି ସଭାପତି ପଣ୍ଡିତ ଶ୍ରୀ କାଳୁଚରଣ ଶତପଥୀ,

ଯୁବ କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ବୁଲୁ ମହାପାତ୍ର,ଭଞ୍ଜନଗର ଅଂଚଳ ସଭାପତି ପଣ୍ଡିତ ଶ୍ରୀ ଦିବାକର ଶତପଥୀ, ପ୍ରଭାରୀ ପଣ୍ଡିତ ଶ୍ରୀ ପ୍ରମୋଦ କୁମାର ଷଢଙ୍ଗୀ,ଅଂଚଳ ସଭାପତି ପଣ୍ଡିତ ଶ୍ରୀ ଅଲେଖ କୁମାର ଦାସ,ଘୁମୁସର ପୁରହିତ ସମିତି ସଚିବ ପଣ୍ଡିତ ଶ୍ରୀ ମୁ୍ତୃଞ୍ଜୟ ରଥଶର୍ମା, ସହ କାର୍ଯ୍ୟକାରୀ ପଣ୍ଡିତ ଶ୍ରୀ ସଞ୍ଜୟ କୁମାର ଶତପଥୀ, ଲୋକନାଥ ଆଚାର୍ଯ୍ୟ, ଉପଦେଷ୍ଟା ପଣ୍ଡିତ ଶ୍ରୀ ଲମ୍ବୋଦର ତ୍ରିପାଠୀ,ପଣ୍ଡିତ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର, ପଣ୍ଡିତ ଶ୍ରୀ ଦୁର୍ଗା ପ୍ରସାଦ ପତି ପରି ପଣ୍ଡିତ ମାନେ ଉପସ୍ଥିତି ଥିଲେ।

Post a Comment

أحدث أقدم
Header ADS