ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-୩୦/୧୨/୨୦୨୪ ରିଖ ଦିନ ୧୧ ଘଣ୍ଟ ୩୦ ମି. ସମୟ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି. ଡି.ପୁର ଗ୍ରାମପଞ୍ଚାୟତ ର ବୈଠକ ଗୃହ ରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଙ୍କ ସଭାପତିତ୍ୱ ରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଗ୍ରାମ ସଭା ରେ ଜଗନ୍ନାଥ ପ୍ରସାଦ ବ୍ଲକ ରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥ ନାଥ ମଲ୍ଲିକ ଯୋଗ ଦେବା ସଙ୍ଗେ ସଙ୍ଗେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପଟ୍ଟନାୟକ,
ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ, ସମିତି ସଭ୍ୟା ଙ୍କ ପ୍ରତିନିଧି ତଥା ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶିଶିର କାନ୍ତ ସାହୁ, ନାଏବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ, ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ବୃନ୍ଦ ,ଏ.ଏନ.ଏମ ଦିଦି,ଆଶା କର୍ମୀ,ଅଙ୍ଗନାୱାଡି ଏମ.ବି.କେ,ସି.ଆର.ପି, ଯୋଗାଣ ସହାୟିକା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଏ.ଡି.ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରଥ ପ୍ରମୁଖ ବୈଠକ ଯୋଗ ଦେଇ ଥିଲେ । ୨୦୨୫/୨୬ ପାଇଁ ଜି.ପି.ଟି.ପି ର ନୂତନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିବା ପାଇଁ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ଙ୍କୁ ପ୍ରସ୍ତାବ ମାଗାଯାଇ ଥିଲା । ଏ.ଏନ.ଏମ TB (ଯକ୍ଷ୍ମା) ରୋଗ ସମ୍ବଧୀୟ ନିରାକରଣ ବିଷୟରେ ଲୋକମାନଙ୍କୁ ବୁଝାଇବା ସହ ସଚେତନ ଓ ଶପଥ ପାଠ କରାଇ ଥିଲେ ଏବଂ ପରିଶେଷରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ୍ କରିଥିଲେ ।

إرسال تعليق