ଜଗନ୍ନାଥ ପ୍ରସାଦ (ନୀଳଚକ୍ର ଲାଇଭ)- କାଦୁଆ ମଙ୍ଗରାଜପୁର ରେ ଅବସ୍ଥିତ ଗୋପିନାଥ ସ୍ୱାମୀ ବିଦ୍ୟାପୀଠ ରେ ୧୯୮୧ ମସିହା ରେ ଦଶମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଶହପାଠୀ/ଶହପାଠୀନି ମାନଙ୍କ ବନ୍ଧୁ ମିଳନ ଉତ୍ସବ ଜଗନ୍ନାଥ ପ୍ରସାଦ ର ଶ୍ରୀ ଶ୍ରୀ ଜଳେଶ୍ବର ଶୈବ ପୀଠ ରେ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ କର୍ମ କ୍ଷେତ୍ରରେ ଚାକିରୀ କରି ଅବସର ନେଇ ୪୪ ବର୍ଷ ପରେ ଵନ୍ଧୁ ମିଳନ ଉତ୍ସବ ବେଶ ରୋମାଞ୍ଚକର ଥିଲା।
ଏତେ ବର୍ଷ ପରେ ସାଙ୍ଗ ମାନଙ୍କ ସହ ଭେଟ ହେଲା ପରେ ପୁରୁଣା ଅଭୂଲା ସ୍ମୃତି ମାନେ ପକେଇ ଥିଲେ। ଅଧ୍ୟୟନ କରୁଥିବା ସମୟ ରେ ତତ୍କାଳୀନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର, ସଂସ୍କୁତ ଶିକ୍ଷକ ଶ୍ରୀଯୁକ୍ତ ନାଥୁରାମ ଦାସ, ହିନ୍ଦୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ,ଗଣିତ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ସାହୁ,କିରାଣୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ଗୁରୁ ଓ ଶିଷ୍ୟ ମାନଙ୍କ ଅପୂର୍ବ ମିଳନ ୪୪ବର୍ଷ ପରେ ହୋଇଥିଲା ଓ ଭାବ ବିଭୋର ହୋଇଥିଲେ ସମସ୍ତେ। ଉଦୟଗିରି କଲେଜ ର ଅବସରପ୍ରାପ୍ତ ଅଧକ୍ଷ ଦିଲୀପ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ସାହୁ,ଅବସରପ୍ରାପ୍ତ ବରିଷ୍ଟ କିରାଣୀ ପ୍ରଭାକର ସାହୁ,ଅବସରପ୍ରାପ୍ତ ଏବିଡିଓ ସୁବାସ ସେଠୀ,ଅବସରପ୍ରାପ୍ତ ସେନା ଅଧିକାରୀ ପୀତବାସ ପ୍ରଧାନ, ଅଳସୁ ର ମା କରେଇସୁଣି ବିଦ୍ୟାପୀଠ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ବନବାସୀ ସେଠୀ,ଅବସରପ୍ରାପ୍ତ ଶିକ୍ଷକ ଅନ୍ତରଯ୍ୟାମୀ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତି ସଞ୍ଜୁବାଳା ମହାପାତ୍ର ,ଓ ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର, ଅଳସୁ ସେବା ସମବାୟ ସମିତି ର ସଭାପତି ଅରୁଣାଞ୍ଚଳ ନାୟକ, ପ୍ରମୋଦ କୁମାର ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ପଣ୍ଡା, ଦିଲ୍ଲୀପ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ପଟ୍ଟନାୟକ, ବିପନ ବିହାରୀ ସେନାପତି(ନୂଆଁ ଦିଲ୍ଲୀ ରେ କାର୍ଯ୍ୟରତ)ସମେତ ସେମାନଙ୍କ ଧର୍ମପତ୍ନୀ ମାନେ ଓ ପରିବାର ବର୍ଗ ବନ୍ଧୁ ମିଳନ ଉତ୍ସବ ରେ ଯୋଗ ଦେଇଥିଲେ।
ପୁରୁଣା ସ୍ମୃତି ଅବଲୋକନ କରିବା ଓ ନାଚ ଗୀତ ରେ ସମସ୍ତେ ମଜ୍ଜି ଯାଇ ଥିଲେ। ପ୍ରତି ବର୍ଷ ଏପରି ବନ୍ଧୁ ମିଳନ ଉତ୍ସବ ପାଳନ କରିବା ସହ ସମସ୍ତେ ସମସ୍ତଙ୍କ ସୁଖ ରେ ସାମିଲ ହେବା ସହ ଭାବ ର ଆଦାନ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

إرسال تعليق