BREAKING
Loading...
:

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ: ସଭାପତି ସନ୍ତୋଷ ନାୟକ , ସଂପାଦକ ଧୀରେନ୍ ସ୍ୱାଇଁ


ଭଞ୍ଜନଗର (ନୀଳଚକ୍ର live)- ସାରା ଓଡ଼ିଶା ରେ ସମସ୍ତ ଓକିଲ ସଂଘ ରେ 2026-2027 ପାଇଁ ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି।ଏହି ପରିପେଖିରେ ଭଞ୍ଜନଗର ଓକିଲ ସଂଘ ତରଫରୁ ମଧ୍ୟ ନିର୍ଵାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ କୁମାର ନାୟକ,ସମ୍ପାଦକ ଭାବେ ଧିରେନ ସ୍ବାଇଁ,ଓ ଉପସଭାପତି ଭାବେ ରଜତ କୁମାର ଦାସ, ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସହ ସଂପାଦକ ଭାବେ ଶ୍ରୀମତି ସ୍ନିଧା ଦାସ,ଓ କୋଷାଧକ୍ଷ ଭାବେ ମଧୁସୂଦନ ପଣ୍ଡା ନିର୍ବିରୋଧ ରେ ନିର୍ବାଚିତ ହୋଇଥିଲେ।

ବରିଷ୍ଟ ଓକିଲ ଲଡୁ କିଶୋର ଆଲଟିଆ ନିର୍ଵାଚନ ଅଧିକାରି ରୂପେ ଶାନ୍ତି ଶୃଙ୍ଖଳା ଭାବେ ନିର୍ଵାଚନ ପରିଚାଳନା କରିଥିବା ବେଳ

ଅଭାଗିନୀ ବିଶୋଇ, ବିମ୍ବାଧର ଷଢ଼ଙ୍ଗୀ, ତ୍ରିନାଥ ମଳିକ,ଓ ଗିରିଜା ଶଙ୍କର ଭୂୟାଁ ପ୍ରମୁଖ ଓକିଲ ଶ୍ରୀ ଆଲଟିଆ ଙ୍କୁ ସହାୟତା କରିଥିଲେ।

Post a Comment

أحدث أقدم
Header ADS