ଭଞ୍ଜନଗର (ନୀଳଚକ୍ର live)- ଭଞ୍ଜନଗର ଓକିଲ ସଂଘ ର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ସନ୍ତୋଷ କୁମାର ନାୟକ,ସମ୍ପାଦକ ଭାବେ ଧିରେନ ସ୍ବାଇଁ,ଓ ଉପସଭାପତି ଭାବେ ରଜତ କୁମାର ଦାସ, ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସହ ସଂପାଦକ ଭାବେ ଶ୍ରୀମତି ସ୍ନିଧା ଦାସ,ଓ କୋଷାଧକ୍ଷ ଭାବେ ମଧୁସୂଦନ ପଣ୍ଡା ନିର୍ବିରୋଧ ରେ ନିର୍ବାଚିତ ହୋଇଛନ୍ତି।ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।
ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ଓକିଲ ସଂଘର ନୂତନ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇଲେ
Chief Editor By Nirakar Sahu
0



إرسال تعليق