ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live)- ବ୍ରହ୍ମପୁର ର ବରିଷ୍ଠ ଓକିଲ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ର ସଦସ୍ୟ ପୀତବାସ ପଣ୍ଡା ଙ୍କୁ ଗତ ୬ ତାରିଖ ରାତ୍ର ପ୍ରାୟ ୧୦ସମୟ ରେ ତାଙ୍କ ନିଜ ବାସଭବନ ର ଅନତି ଦୂର ରେ ୨ ଜଣ ରାସ୍ତା ଉପରେ ଗୁଳି ମାରି ହତ୍ୟା କରିଥିଲେ। ହତ୍ୟା କାରି କୁ ତୁରନ୍ତ ଗିରଫ କରିବା ପ୍ରତିବାଦ ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ର ଡାକରା ରେ
ଜଗନ୍ନାଥ ପ୍ରସାଦ ଓକିଲ ସଂଘ ତରଫରୁ କଲମ ଛାଡ଼ ଆନ୍ଦୋଳନ କରାଯାଇ ଥିଲା। ସଭାପତି ନୀଳାଞ୍ଚଳ ଖିଲାର ଙ୍କ ସଭାପତିତ୍ୟ ରେ ଶୋକ ସଭା କରା ଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ସଭାପତି ନୀଳାଞ୍ଚଳ ଖିଲାର, ସମ୍ପାଦକ ନିରାକାର ସାହୁ, ଉପସଭାପତି ଓମ୍ ପ୍ରକାଶ ପ୍ରଧାନ, ଉପଦେଷ୍ଟା ଅମରେଶ ମହାପାତ୍ର,ଜନାର୍ଦ୍ଦନ ପ୍ରଧାନ,ଅରୁଣ ବେହେରା,ଲକ୍ଷ୍ମଣ ସେଠୀ ପ୍ରମୁଖ ସ୍ବର୍ଗତ ପୀତବାସ ପଣ୍ଡା ଙ୍କ ସ୍ମୃତି ଚାରଣ କରି , ହତ୍ୟାକାରୀ କୁ ତୁରନ୍ତ ଗିରଫ କରିବା ଓ ପରିବାରକୁ ଏକ କୋଟି ଟଙ୍କା ର ଅନକୁମ୍ପା ମୂଳକ ସହାୟତା ଦେବାକୁ ଦାବି କରିଥିଲେ।ଶୋକ ସଭା ରେ ବହୁ ଓକିଲ ଯୋଗ ଦେଇ ଥିଲେ।

إرسال تعليق